Masthead

ଶିମିଳିପାଳରେ କେନ୍ଦ୍ରୀୟ ଟିମ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲେ କେନ୍ଦ୍ରୀୟ ଟିମ । ଶିମିଳିପାଳରେ ନିଆଁ ଲାଗିଥିବା ଘଟଣାର ଯାଞ୍ଚ କରିବା ଲାଗି ଆଜି କେନ୍ଦ୍ରୀୟ ଟିମ୍ ସଦସ୍ୟ ପହଞ୍ଚିଛନ୍ତି ଭୁବନେଶ୍ବରରେ । ଶିମିଳିପାଳରେ କାହିଁକି ଲାଗିଲା ନିଆଁ, ଏହାର କାରଣ ଅନୁଧ୍ୟାନ କରିବା ସହ ଏହାର ନିରାକରଣ ପାଇଁ କ’ଣ ସବୁ ପଦକ୍ଷେପ ନେବା ଆବଶ୍ୟକ, ସେନେଇ ରିପୋର୍ଟ ଦେବ ଏହି ଟିମ । ଓଡିଶା ଆସିଥିବା କେନ୍ଦ୍ରୀୟ ଟିମରେ ଅଛନ୍ତି ନ୍ୟାସନାଲ ଟାଇଗର କନଜରର୍ଭେସନ ଅଥରିଟି ଆଇଜି ଅମିତ ମଲିକ ସଦସ୍ୟ ।

ଭୁବନେଶ୍ୱର ବିମାନ ବନ୍ଦରରେ ରାଜ୍ୟ ବନବିଭାଗ ପକ୍ଷରୁ ଅମିତ ମଲିକଙ୍କୁ ସ୍ୱାଗତ କରାଯାଇଛି। କେନ୍ଦ୍ରୀୟ ଟିମର ଅନ୍ୟଜଣେ ସଦସ୍ୟ ସୁବ୍ରତ ମହାପାତ୍ର ଭୁବନେଶ୍ୱରରେ ରହିଛନ୍ତି । ତେବେ ଅନ୍ୟ ସଦସ୍ୟ ଆର. ପି. ଚୌଧୁରୀ ଓଡିଶା ଆସିନାହାନ୍ତି । କେନ୍ଦ୍ରୀୟ ଟିମର ସଦସ୍ୟ ଅମିତ ମଲିକ ଓ ସୁବ୍ରତ ପାତ୍ର ଶିମିଳିପାଳ ଯାଇ ଅଗ୍ନିକାଣ୍ଡର କାରଣ ଅନୁଧ୍ୟାନ କରିବା ପରେ କେନ୍ଦ୍ରକୁ ରିପୋର୍ଟ ଦେବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ