Masthead

ଧୁମଧାମରେ ଦେଶବ୍ୟାପୀ ପାଳିତ ହେଉଛି ହିନ୍ଦୁ ନବବର୍ଷ

ଭୁବନେଶ୍ବର (ବଡ଼ ଖବର ବ୍ୟୁରୋ): ଚୈତ୍ର ଶୁକ୍ଲ ପ୍ରତିପଦାକୁ ହିନ୍ଦୁ ନବବର୍ଷ ଭାବେ ପ୍ରତିବର୍ଷ ପାଳନ କରାଯାଉଛି । ଏହାକୁ ବିଭିନ୍ନ ସମ୍ପ୍ରଦାୟ ପକ୍ଷରୁ ଭିନ୍ନଭିନ୍ନ ନାମରେ ନାମିତ କରାଯାଇଛି । ମହାରାଷ୍ଟ୍ରରେ ଗୁଡିପଡୁଆ ନାମରେ ହିନ୍ଦୁ ନବବର୍ଷକୁ ପାଳନ କରାଯାଉଥିବା ବେଳେ କାଶ୍ମୀରରେ ହିନ୍ଦୁମାନେ ନଭରେ, ପଞ୍ଜାବୀ ସମ୍ପ୍ରଦାୟମାନେ ବୈଶାଖୀ, ସିନ୍ଧ ସମ୍ପ୍ରଦାୟର ଲୋକମାନେ ଚେଟିଚାନ୍ଦି ନାମରେ ପାଳନ କରନ୍ତି ।

ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକର ହିନ୍ଦୁ ସମ୍ପ୍ରଦାୟମାନେ ହିନ୍ଦୁ ନବବର୍ଷକୁ ଉଗାଡି ଭାବେ ଧୁମଧାମରେ ପାଳନ କରିଥାନ୍ତି । ପଶ୍ଚିମବଙ୍ଗରେ ହିନ୍ଦୁ ନବବର୍ଷ ପୋଲିଆ ବୈଶାଖୀ ଭାବେ ବେଶ ଜଣାଶୁଣା । ଏହି ଦିନ ହିନ୍ଦୁମାନେ ତାଙ୍କ ଇଷ୍ଟଙ୍କୁ ଭକ୍ତି ଓ ନିଷ୍ଟାର ସହ ପୂଜାର୍ଚ୍ଚନା କରି ଶୁଭକାମ ଆରମ୍ଭ କରିଥାନ୍ତି । ହିନ୍ଦୁ ନବବର୍ଷ ଅବସରରେ ପ୍ରତିଟି ହିନ୍ଦୁ ପରିବାର ବେଶ ଖୁସି ମନାଇଥାନ୍ତି । ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ପାଇଁ ସେମାନେ କେବେ ଭୁଲନ୍ତି ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ