Masthead

୪ ହଜାର ଡେଇଁଲା ଦୈନିକ ସଂକ୍ରମଣ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ୪ହଜାର ପାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ଘଣ୍ଟାରେ ୪୪୪୫ ନୂଆ ଆକ୍ରାନ୍ତ ଚିହ୍ନଟ । କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୨୫୭୪ହୋଇଥିବାବେଳେ ଲୋକାଲ କେସ୍ ୧୮୭୧ ରହିଛି । ଆଜି ସୁନ୍ଦରଗଡରୁ ସର୍ବାଧିକ ୭୨୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦ୍ୱିତୀୟରେ ରହିଛି ଖୋର୍ଦ୍ଧା ଜିଲ୍ଲା ।

ଖୋର୍ଦ୍ଧା ୫୮୭ ନୂଆ ଆକ୍ରାନ୍ତ ଚିହ୍ନଟ । ନୂଆପଡା ୪୩୭, ବରଗଡ଼ ୧୭୮, ସମ୍ବଲପୁର ୨୪୧, କଟକ ୨୫୧, ପୁରୀ ୨୧୯, କେନ୍ଦୁଝର ୭୫, ଝାରସୁଗୁଡା ୨୩୧, ଷ୍ଟେଟ ପୁଲ ୧୨୫, ନବରଙ୍ଗପୁର ୧୨୭, ବଲାଙ୍ଗିର ୧୬୮, ଯାଜପୁର ୫୮, ମୟୁରଭଞ୍ଜ ୧୦୦, ଗଜପତି ୧୦, କଳାହାଣ୍ଡିରୁ ୨୭୩ , ଭଦ୍ରକ ୪୩, ଅନୁଗୁଳ ୮୭, ଗଞ୍ଜାମ ୬୨, ରାୟଗଡାରୁ ୫୩, ବାଲେଶ୍ୱର ୧୨୩, ନୟାଗଡରୁ ୫୦, ଦେଓଗଡରୁ ୩୫, ଜଗତସିଂହପୁର ୩୩, କୋରାପୁଟରୁ ୨୧, କେନ୍ଦ୍ରାପଡା ୩୫, କନ୍ଧମାଳ ୨୯, ବୌଦ୍ଧ ୨୧, ମାଲକାନାଗିରି୯, ସୋନପୁର ୨୨, ଢେଙ୍କାନାଳ ୨୦ ରହିଛି ।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୬୪ ହଜାର ୫୯୪ରେ ପହଞ୍ଚିଚିଥିବାବେଳେ ସୁସ୍ଥ ହୋଇଛନ୍ତି ୩ଲକ୍ଷ ୪୩ହଜାର ୫୨୨ଜଣ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ