Masthead

ଅଭିନେତ୍ରୀ ମୃଣାଳ ଠାକୁର ଙ୍କ ମନମାନୀ

ଦର୍ଶକ ଙ୍କ ସହ ବାଣ୍ଟୁଛନ୍ତି କ୍ୟାରିୟର ସଙ୍ଘର୍ଷ ର ଅଭିଜ୍ଞତା |

ବଲିଉଡ଼ ହେଉ କି ଓଲିଓଡ଼ ସବୁଠି କଳାକାର ଙ୍କୁ ଅଭିନୟ ପାଇଁ ସଙ୍ଘର୍ଷ କରିବାକୁ ପଡେ | ‘ସୁପର ଥାର୍ଟି’ ଫିଲ୍ମର ନାୟିକା ମୃଣାଳ ଠାକୁର । ଏକ ସାକ୍ଷାତକାରରେ ସେ ଜଣାଇଛନ୍ତି ସେ କାଳେ ଫିଲ୍ମ ‘ଦଙ୍ଗଲ’ ପାଇଁ ଅଡିସନ୍‌ ଦେଇଥିଲେ । ଦଙ୍ଗଲ ପାଇଁ ସେତେବେଳେ ଦେଶର ବିଭିନ୍ନ କୋଣ ଅନୁକୋଣରେ ଅଡିସନ୍‌ କରୁଥିଲେ କାଷ୍ଟିଂ ଡାଇରେକ୍ଟର ମୁକେଶ ଛାବରା । ମୃଣାଳ ସେତେବେଳେ ଚୂଡ଼ାନ୍ତ ୨୦ ଜଣଙ୍କ ମଧ୍ୟରେ ସ୍ଥାନ ପକ୍କା କରିସାରିଥିଲେ । ଗୋଟିଏ ପଟେ ତାଙ୍କୁ ଧାରାବାହିକର ଏକ ମହାପର୍ବର ସୁଟିଂ ପାଇଁ ଯିବାର ଥିଲା । ଅନ୍ୟପଟେ ଫିଲ୍ମର ୱାର୍କସପ୍‌ ବାକି । କିନ୍ତୁ ସେହି ସୁଟିଂକୁ ଯାଇ ‘ଦଙ୍ଗଲ’ରୁ ବାଦ୍‌ ପଡ଼ିଥିଲେ ମୃଣାଳ । ସେ ଏହା ବି ଜଣାଇଛନ୍ତି ତାଙ୍କୁ କାଳେ ଏକ ସମୟରେ ଟିଭିର ସହଅଭିନେତାମାନଙ୍କସହିତ ସୋସିଆଲ୍‌ ମିଡିଆରେ ଫଟୋ ଅପଲୋଡ୍‌ କରିବା ପାଇଁ ମଧ୍ୟ ନିଷେଧ ରାଯାଇଥିଲା ।କିନ୍ତୁ ଅତୀତକୁ ସଂପୂର୍ଣ୍ଣ ପାସୋରି ଦେଇ ଆଗକୁ ବଢ଼ିବାକୁ ଚାହିଁ ନଥିଲେ ମୃଣାଳ । ତେଣୁ ସେ ନିଜ ଇଚ୍ଛାନୁସାରେ ଫଟୋ ଅପଲୋଡ୍‌ କରୁଥିଲେ । ଛୋଟ ପରଦାରୁ ବଡ଼ ପରଦାକୁ ଆସୁଥିବା ଅଭିନେତା, ଅଭିନେତ୍ରୀମାନଙ୍କ ପ୍ରତି ବଲିଉଡ୍‌ର ଆଚରଣ ଟିକେ ଭିନ୍ନ ଧରଣର । ତାଙ୍କୁ ମଞ୍ଚରେ କଥା କହିବାକୁ ସୁଯୋଗ ମିଳିନଥିଲା ବୋଲି ପ୍ରତିକ୍ରିୟା ରଖିଛନ୍ତି ।।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି