Masthead

ଅବସର ନେଲେ ବୋବଡେ

ନୂଆଦିଲ୍ଲୀ (ବଡ ଖବର ବ୍ୟୁରୋ): ଅବସର ନେଲେ ସିଜେଆଇ ଜଷ୍ଟିସ ଏସଏ ବୋବଡେ । ଆଜି ପ୍ରଧାନବିଚାରପତି ଭାବେ ଶପଥ ନେବେ ଜଷ୍ଟିସ ଏନଭୀ ରମନ୍ନା । ବିଚାରପତି ଭାବେ ଦୀର୍ଘ ୨୨ବର୍ଷ ସେବା ପରେ ଶୁକ୍ରବାର ଅବସର ଗ୍ରହଣ କରିଛନ୍ତି । ବୋବେଡଙ୍କ ପାଇଁ ସୁପ୍ରିମକୋର୍ଟରେ ଶୁକ୍ରବାର ଏକ ବିଦାୟ ସମ୍ବର୍ଦ୍ଧାନା ଉତ୍ସବ ଆୟୋଜନ ହୋଇଥିଲା ।

ବିଦାୟ ଭାଷଣରେ କହିଥିଲେ ଯେ ଖୁସି, ସଦିଚ୍ଛା ଏବଂ ମଧୁର ସ୍ମୃତି ସହ ସେ ସୁପ୍ରିମକୋର୍ଟ ଛାଡୁଛନ୍ତି ଏବଂ ପ୍ରଧାନବିଚାରପତି ଭାବେ ଦାୟିତ୍ୱ ସମ୍ପାଦନରେ ସନ୍ତୁଷ୍ଟ ଅଛନ୍ତି । ଜଷ୍ଟିସ ବୋବଡେ ତାଙ୍କ କାର୍ଯ୍ୟକାଳ ସମୟରେ ଐତିହାସିକ ଅଯୋଧ୍ୟା ରାୟ ସମେତ ଅନେକ ଗୁରୁତର୍ୱପୂର୍ଣ୍ଣ ମାମଲାର ରାୟ ଶୁଣାଇଛନ୍ତି । ୨୦୧୯ ନଭେମ୍ବରରେ ସେ ୪୭ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ