Masthead

ଦିଲ୍ଲୀରେ ନିର୍ବାଚନ କମିଶନଙ୍କ ପ୍ରେସମିଟ୍ : ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା

ଦିଲ୍ଲୀ: କରୋନା ଭିତରେ ପ୍ରଥମ ନିର୍ବାଚନ ହେବ । ପୁଲିଂ ବୁଥରେ ଭୋଟରଙ୍କ ସଂଖ୍ୟା ହ୍ରାସ କରାଯିବ । ଗୋଟିଏ ବୁଥରେ ହଜାରେ ଭୋଟର ଭୋଟ୍ ଦେବେ ।
ନିର୍ବାଚନରେ ୪୬ ଲକ୍ଷ ମାସ୍କ ବ୍ୟବହାର ହେବ । ୭ ଲକ୍ଷ ସାନିଟାଇଜର, ୬ଲକ୍ଷ ପିପିଇ କିଟ୍ ବ୍ୟବହାର ହେବ । ବିହାରରେ ୭ କୋଟି ୭୯ ଲକ୍ଷ ଭୋଟର ଭୋଟ ଦେବେ । ସେଥିମଧ୍ୟରୁ ମହିଳା ଭୋଟରଙ୍କ ସଂଖ୍ୟା ୩କୋଟି ୩୯ ଲକ୍ଷ ଵିହାରରେ ୩ଟି ପର୍ଯ୍ୟାୟରେ ହେଵ ନିର୍ବାଚନ ।
ବିହାରରେ ୩ଟି ପର୍ଯ୍ୟାୟରେ ହେବ ନିର୍ବାଚନ । ପ୍ରଥମ ପର୍ଯ୍ୟାୟରେ ୭୧ଟି ଆସନରେ ହେବ ଭୋଟ୍ । ଦ୍ୱିତୀୟ ପର୍ଯ୍ୟାୟରେ ୯୪ଟି ଆସନରେ ଓ ତୃତୀୟ ପର୍ଯ୍ୟାୟରେ ୭୮ଟି ଆସନରେ ହେବ ଭୋଟ୍ । ନିର୍ବାଚନରେ ଭୋଟିଂ ସମୟ ବଢିଲା । ନିର୍ବାଚନରେ ଭୋଟିଂ ସମୟ ୧ ଘଣ୍ଟା ବଢିଲା । ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ଭୋଟ୍ ଗ୍ରହଣ । ଅନଲାଇନରେ ପ୍ରାର୍ଥୀ ନାମାଙ୍କନ ଭରିପାରିବେ । ଭୋଟିଂର ଶେଷ ସମୟରେ ଭୋଟ୍ ଦେବେ କରୋନା ଆକ୍ରାନ୍ତ । ୫ରୁ ଅଧିକ ଲୋକ ଘରକୁ ଯାଇ ପ୍ରଚାର କରିପାରିବେନି । ପ୍ରାର୍ଥୀଙ୍କ ସହ ୨ଜଣ ଲୋକ ଯାଇପାରିବେ । ଭର୍ଚୁଆଲ ପ୍ଲାଟଫର୍ମରେ ହେବ ନିର୍ବାଚନ ପ୍ରଚାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ