Masthead

ଅଦାର ପୁନାୱାଲାଙ୍କୁ ଜେଡ଼ କାଟାଗୋରି ସୁରକ୍ଷା!

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଅଦାର ପୁନାୱାଲାଙ୍କୁ ଜେଡ୍ କାଟାଗୋରି ସୁରକ୍ଷା ଯୋଗାଇ ଦେବାକୁ ପିଟିସନ୍ । ବମ୍ବେ କୋର୍ଟରେ ଦାଖଲ ହୋଇଛି ପିଟିସନ୍ । ଜଣେ ବ୍ୟକ୍ତି ଦାଖଲ୍ କରିଛନ୍ତି ଏହି ପିଟିସନ୍ । ପିଟିସନ୍ରେ ଉଲ୍ଲେଖ କରାଯାଇଛି ଯେ, ସେରମ ଇନଷ୍ଟିଚ୍ୟୁଟ୍ ସିଇଓ ଅଦାର ପୁନାୱାଲା, ତାଙ୍କ ପରିବାର ଓ ସମ୍ପତ୍ତିର ସୁରକ୍ଷା ଜରୁରୀ ହୋଇପଡିଛି । ମେ ୨ରେ ପୁନୱାଲା ସପରିବାର ଲଣ୍ଡନ ପଳାଇଥିଲେ । ସେଠାରେ ଆଉ ଏକ ଟିକା ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା ପାଇଁ ସେ କିଛି ପ୍ରଭାବଶାଳୀ ଲୋକଙ୍କ ସହ ଆଲୋଚନା କରିଥିଲେ ।

ପରେ ଗଣମାଧ୍ୟମକୁ କହିଥିଲେ ଯେ, ତୁରନ୍ତ ଟିକା ଯୋଗାଇବା ପାଇଁ ଭାରତର କିଛି ମୁଖ୍ୟମନ୍ତ୍ରୀ ଓ ପ୍ରଭାବଶାଳୀ ନେତା ତାଙ୍କ ଉପରେ ଚାପ ପକାଉଛନ୍ତି । ଏପରିକି ସେମାନେ ବିଭିନ୍ନ ଧମକ ଦେଉଥିବା ପୁନୱାଲା କହିଥିଲେ । ଏହି ଖରବ ପ୍ରସାରିତ ହେବା ପରେ କେନ୍ଦ୍ର ସରକାର ତାଙ୍କୁ ସୁରକ୍ଷା ଯେ।।ଗାଇ ଦେବାରୁ ସେ ଭାରତ ଫେରି ଆସିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ