Masthead

ଆଜି କରୋନାରୁ କେତେ ସୁସ୍ଥ, ଜାଣିଛନ୍ତି କି ?

ଭୁବନେଶ୍ଵର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଯୋଉଭଳି ଭାବରେ ତାର କାୟା ବିସ୍ତାର କରିଚାଲିଛି । ଏହାରି ମଧ୍ୟରେ ଆଶ୍ଵସ୍ତିକର ଖବର ଆସିଛି। ଆଜି ରାଜ୍ୟରେ କରୋନାକୁ ମାତ୍ ଦେଇ ସୁସ୍ଥ ହୋଇଛନ୍ତି ୭ ହଜାର ୬୬୪ କରୋନା ପଜିଟିଭ ।

ଖୋର୍ଦ୍ଧାରୁ ସର୍ବାଧିକ ୯୬୧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ସୁନ୍ଦରଗଡରୁ ୪୭୩, କଟକରୁ ୫୦୯, ନବରଙ୍ଗପୁରରୁ ୩୩୦, ଝାରସୁଗୁଡାରୁ ୪୭୩, ଅନୁଗୁଳରୁ ୪୬୪, ମୟୂରଭଞ୍ଜରୁ ୨୨୦, ସମ୍ବଲପୁରରୁ ୩୨୧, ନୂଆପଡାରୁ ୩୫୩, ପୁରୀରୁ ୫୧୨, ବରଗଡରୁ ୩୩୪, ଯାଜପୁରରୁ ୨୯୦, ବଲାଙ୍ଗିରିରୁ ୪୬୧, କେନ୍ଦୁଝରରୁ ୧୫୪, ଗଞ୍ଜାମରୁ୧୬୧, ବାଲେଶ୍ୱରରୁ ୯୭, ଗଜପତିରୁ ୭୮, ରାୟଗଡାରୁ ୧୯୨, କଳାହାଣ୍ଡିରୁ ୨୮୯, ନୟାଗଡରୁ ୧୪୦, ସୋନପୁରରୁ ୧୨୨ ଜଗତସିଂହପୁରରୁ ୧୧୪, ଦେବଗଡରୁ ୭୫, କେନ୍ଦ୍ରାପଡାରୁ ୭୭, କୋରାପୁଟରୁ ୭୬, ଭଦ୍ରକରୁ ୬୭, କନ୍ଧମାଳରୁ ୫୩, ମାଲକାନଗିରିରୁ ୯୯, ଢେଙ୍କାନାଳରୁ ୨୨ ଓ ବୌଦ୍ଧରୁ ୨୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି