Masthead

ଅବସର ନେଲେ ବିଗ୍ ବି

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଅବସର ନେଲେ ବଲିଓଡର ମାଇଲଖୁଣ୍ଟ ବିଗ୍ ବି ଅମତାଭ ବଚ୍ଚନ । କୋଟିକୋଟି ଦର୍ଶକଙ୍କ ହୃଦୟକୁ ଜିତିଥିବା ଏହି ମହାନାୟକ ବି-ଟାଉନରୁ ଏବେ ଅଲବିଦା ନେଇଛନ୍ତି । କିଛିଦିନ ପୂର୍ବରୁ କେବିସି-୧୨ ର ଶେଷ ଏପିସୋଡ ସୁଟ ସରିଛି । ଏହି ସମୟରେ ସେ ନିଜ ବ୍ଲଗିଂଗ ଆକାଉଣ୍ଟରେ ନିଜର ଅବସର ନେବା କଥା କହିଛନ୍ତି । ଏହି ସୋ’ ର ଶେଷ ଦିନରେ ନିଜର ଟିମ ମେମ୍ବର ମାନଙ୍କ ଠାରୁ ଅନେକ ଭଲପାଇବା ସାଉଣ୍ଟିଛନ୍ତି ।

ସୂଚନାନୁଯାୟୀ, ନିକଟରେ କରୋନା ହେବା ପରେ ସେ କେବିସି-୧୨ ରେ ହୋଷ୍ଟିଂ କରିବେନି ବୋଲି ଶୁଣାଯାଉଥିଲା । ମାତ୍ର ପରେ ସେ ଜବରଦସ୍ତ ଏଣ୍ଟ୍ରି ମାରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା