Masthead

ମୂଷାକୁ ସ୍ବର୍ଣ୍ଣ ପଦକ !

ଲ୍ୟାଣ୍ଡ ମାଇନ୍ସ ଠାବ କରିବାରେ ସଫଳ ହୋଇଥିବା ଏକ ମୂଷାକୁ ସ୍ବର୍ଣ୍ଣ ପଦକ ବିଜେତା ଭାବେ ଘୋଷଣା କରାଯାଇଛି। ଆଫ୍ରିକାରୁ ଅଣାଯାଇଥିବା ଏହି ମୂଷାର ନାମ ମାଗୱା। ୭ ବର୍ଷ ମଧ୍ୟରେ ଏହି ମୂଷାଟି କାମ୍ବୋଡ଼ିଆରେ ୩୯ଟି ଲ୍ୟାଣ୍ଡ ମାଇନ୍ସ ଓ ୨୮ ବିସ୍ଫୋରକ ଠାବ କରିବାରେ ସଫଳ ହୋଇଛି। ମୂଷାଟିର ସାହସିକତାକୁ ଦୃଷ୍ଟିରେ ରଖି ବ୍ରିଟେନର ଏକ ସଂସ୍ଥା ସାହାସୀ ମୂଷାଟିକୁ ସ୍ବର୍ଣ୍ଣ ପଦକ ଦେଇ ସମ୍ମାନିତ କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ