Masthead

ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ମହାଗୁରୁ ବାଟାଲିଅନ୍

ନୂଆଗାଁ (ବଡ଼ ଖବର ବ୍ୟୁରୋ): ସାମୁଦ୍ରିକ ବାତ୍ୟା ‘ୟାଶ’ର ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ମହାଗୁରୁ ବାଟାଲିଅନ । ବାତ୍ୟାରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ନାଉଗାଁ ଅନନ୍ତପୁର ରୋହିଆର ମହାଗୁରୁ ବାଟାଲିୟନ ସିଲୁସାହୁ ଓରଫ ସିଲୁ ସାରଙ୍କ ପୁରା ଟିମ ପ୍ରସ୍ତୁତ । ସିଲୁ ସାହୁ ରାଜ୍ୟରେ ଚର୍ଚ୍ଚାର ପରିସର ମଧ୍ୟକୁ ଆସିଥିଲେ ଯେବେ ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମନ୍ କି ବାତରେ ତାଙ୍କ ନାଁ ନେଇଥିଲେ । ସିଲୁଙ୍କ ସଂଘର୍ଷ କାହାଣୀ ବିଷୟରେ ଖୋଦ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଶୁଣାଇଥିଲେ ।

କିପରି ଯୁବକ ମାନଙ୍କୁ ବିନା କୌଣସି ଶୁଳ୍କରେ ଭାରତୀୟ ସେନା, ପୋଲିସ ଆଦିରେ ଭର୍ତ୍ତି ପାଇଁ ଟ୍ରେନିଂ ଦେଉଛନ୍ତି ତାହା ଦେଶବାସୀଙ୍କ ଆଗରେ କହିଥିଲେ ମୋଦି । ପରେ ମହାମହିମ ରାଷ୍ଟ୍ରପତି ମଧ୍ୟ ତାଙ୍କୁ ରାଜଭବନ ଡାକି ସମ୍ବୋଧିତ କରିଥିଲେ । ତେବେ ବର୍ତ୍ତମାନ ବାତ୍ୟା ସମୟରେ ମଧ୍ୟ ତାଙ୍କ ଟିମ ଲୋକଙ୍କ ପାଖକୁ ଯାଇ ସାହାଯ୍ୟ କରିବ ବୋଲି କହିଛନ୍ତି ନିଜେ ସିଲୁ ସାହୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ