Masthead

ଧୀରେ ଧୀରେ ବଢ଼ୁଛି ପବନର ବେଗ

ବରୀ(ବଡ଼ ଖବର ବ୍ୟୁରୋ): ବାତ୍ୟା ‘ୟାଶ’ର ପ୍ରଭାବରେ ବରୀ ଅଞ୍ଚଳରେ ସକାଳୁ ବର୍ଷା ଲାଗି ରହିଛି । ପବନ ମଧ୍ୟ ଆରମ୍ଭ ହୋଇଛି । ଧୀରେ ଧୀରେ ପବନ ର ବେଗ ବଢୁଥିବା ଅନୁଭବ ହେଉଛି। କିଛି ସ୍ଥାନରେ ଗଛ ପଡ଼ି ବିଦ୍ୟୁତ୍ ଖୁଣ୍ଟ ମଧ୍ୟ ଉପୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି। ବାତ୍ୟା ଆଶ୍ରୟ ସ୍ଥଳକୁ ବରୀ ବରୀ ପ୍ରଶାସନ ଧୀରେ ଧୀରେ ଲୋକ ମାନଙ୍କୁ ସ୍ଥାନାନ୍ତର କରିବା ଆରମ୍ଭ କରିଛି।

ବରୀ ବ୍ଲକ ରତ୍ନଗିରି ପଞ୍ଚାୟତ ପଟଣା ଗ୍ରାମର ଆଲୋକ ଜେନାଙ୍କ ପରିବାର ଗତ ବନ୍ୟାରୁ ବାସହରା ହୋଇ ପାଲ ତଳେ ରହୁଥିବା ବଡ଼ ଖବର ଖବର ପ୍ରସାରଣ କରିଥିଲା ବାତ୍ୟାକୁ ଆଖି ଆଗରେ ରଖି ବ୍ଲକ ପ୍ରଶାସନ ଆଲୋକଙ୍କ ପରିବାରକୁ ସ୍ଥାନୀୟ ବିଦ୍ୟାଳୟକୁ ନେଇ ଆଶ୍ରୟ ଦେଇଛି। ସେପଟେ ବାତ୍ୟା କୁ ମୁକାବିଲା କରିବାକୁ ୩୦ ଜଣିଆ ଓଡ୍ରାଫ୍ ଟିମ୍ ବରୀ ବ୍ଲକରେ ପହଞ୍ଚିଥିବା ବିଡ଼ିଓ ସୂଚନା ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର