Masthead

ଧାମରା ନୁହେଁ ବାଲେଶ୍ୱରରେ ହିଟ କରିବ ବାତ୍ୟା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଭଦ୍ରକ ନୁହେଁ ବାଲେଶ୍ୱରରେ ହିଟ କରିବ ବାତ୍ୟା ‘ୟାଶ’ । ରେମୁଣା ଏବଂ ବାହାନଗା ମଧ୍ୟରେ କରିବ ଲ୍ୟାଣ୍ଡଫଲ । ତେବେ ଆଗରୁ କୁହାଯାଉଥିଲା ଯେ, ଭଦ୍ରକର ଧାମରାରେ ଲ୍ୟାଣ୍ଡଫଲ କରିବ ବାତ୍ୟା କିନ୍ତୁ ଏହା ପରିବର୍ତ୍ତନ ହୋଇ ବାଲେଶ୍ୱରରେ ହିଟ କରିବ ବାତ୍ୟା ‘ୟାଶ’ । ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି । ଅପରାହ୍ନ ୧ଟା ସୁଦ୍ଧା ସରିବ ଲ୍ୟାଣ୍ଡଫଲ ପ୍ରକ୍ରିୟା । ଏନେଇ ସ୍ପଷ୍ଟ କରିଛି ପାଣିପାଗ ବିଭାଗ ।

ବାତ୍ୟା ପ୍ରଭାବରେ ପବନର ବେଗ ଘଣ୍ଟାପ୍ରତି ବର୍ତ୍ତମାନ ସୁଦ୍ଧା ୧୩୦ରୁ ୧୪୦ କିଲୋମିଟର ରହିଛି । ତେବେ ବାଲେଶ୍ୱରରେ ହିଟ ହୋଇ ୫ରୁ ୬ଘଣ୍ଟା ସମୟ ମଧ୍ୟରେ ବାଲେଶ୍ୱର ଜିଲ୍ଲା ପାର କରିବ । ଏହାପରେ ମୟୁରଭଞ୍ଜ ଯିବ ସେଠାରେ ପବନର ବେଗ ଘଣ୍ଟାପ୍ରତି ୧୦୦କିଲୋମିଟର ପର୍ଯ୍ୟନ୍ତ ରହିବ । ସେହିପରି ଦିନ ୩ଟା ଯାଏଁ ଭଦ୍ରକ ଓ ବାଲେଶ୍ୱରରେ ବାତ୍ୟାର ପ୍ରଭାବ ରହିବ । ଅପରାହ୍ନଠାରୁ ମୟୁରଭଞ୍ଜରେ ପବନର ବେଗ ବଢ଼ିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ