Masthead

୧୫ ମିନିଟରେ ୩ଟି ଡୋଜ!

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଦେଶରେ ଟିକାକରଣ ଅଭିଯାନ ଜୋରଦାର ଚାଲିଛି । ଏହାରି ମଧ୍ୟରେ ମହାରାଷ୍ଟ୍ର ଥାନେରୁ ଆସିଛି ଏକ ସାଂଘାତିକ ଖବର । ଜଣେ ମହିଳାଙ୍କୁ ମାତ୍ର ୧୫ ମିନିଟ ମଧ୍ୟରେ ଜଣେ ମହିଳାଙ୍କୁ ଦିଆଯାଇଛି କରୋନାର ୩ଟି ଡୋଜ । ତେବେ ମହିଳା ଜଣକ ଆଣିଥିବା ଏହି ଅଭିଯୋଗକୁ ମେଡିକାଲ କର୍ତ୍ତୁପକ୍ଷ ଖଣ୍ଡନ କରିଛି । ରିପୋର୍ଟ ମୁତାବକ ଯେଉଁ ମହିଳାଙ୍କୁ ଏହି ଅଭିଯୋଗ ଆଣିଛନ୍ତି ତାଙ୍କ ସ୍ୱାମୀ କହିଛନ୍ତି ମୁଁ ମୋ ପତ୍ନୀକୁ ଶୁକ୍ରବାର ଟିକା ଦେବା ପାଇଁ ଟିକାକରଣ କେନ୍ଦ୍ରକୁ ନେଇଥିଲି । ସେଠାରୁ ବାହାରି ମୋ ପତ୍ନୀ କହିଥିଲେ ଯେ, ତାଙ୍କୁ ତିନିଟି ଡୋଜ ଦିଆଯାଇଛି ।

ଏହାପରେ ଆମେ ଅଭିଯୋଗ କରିଥିଲୁ । କିନ୍ତୁ ପ୍ରଶାସନ ଏହି ଖବରକୁ ଖାରଜ କରିଛି । ଥାନେ ମ୍ୟୁନିସିପାଲ କର୍ପୋରେସନର ମେଡିକାଲ ସ୍ୱାସ୍ଥ୍ୟ ଡାକ୍ତର ଖୁସବୁ ତାୱରେ କହିଛନ୍ତି ଅଭିଯୋଗ କରିଥିବା ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଯାଞ୍ଚ କରିବାକୁ ଏକ ମେଡିକାଲ ଟିମ ଯାଇଥିଲା । କିନ୍ତୁ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣା ପଡ଼ିଛି । ତେବେ ଏହି ଘଟଣା ପାଇଁ ଏକ କମିଟି ଗଠନ କରି ଏହାର ଯାଞ୍ଚ କରିବୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି