Before Header

ଭୂମି ହୀନକୁ ପଟା ବଣ୍ଟନ ଦାବିରେ ଭୋଗରାଇ ବ୍ଲକ ତହସିଲ ସମ୍ମୁଖରେ ଗଣଧାରଣା

0 43

ଜଳେଶ୍ୱର(ବଡ଼ ଖବର ବ୍ୟୁରୋ): ଭୂମି ହୀନକୁ ପଟା ବଣ୍ଟନ ଦାବିରେ ଭୋଗରାଇ ବ୍ଲକ ତହସିଲ ସମ୍ମୁଖରେ ଗଣଧାରଣା । ଦୀର୍ଘ ଦିନ ହେଲା ପଲଥିନ ତଳେ ସହ ସହ ଲୋକ ଦିନ କାଟୁ ଥିବା ବେଳେ ଏ ପର୍ୟ୍ୟନ୍ତ ସରକାରୀ ପଟା ଟିଏ ମିଳିନାହିଁ । ବାରମ୍ବାର ଭୋଗରାଇ ତହସିଲ କାର୍ୟ୍ୟାଳୟକୁ ଲୋକ ମାନେ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ ମଧ୍ୟ ଆଜି ପର୍ୟ୍ୟନ୍ତ ପଟା ପାଇବାରୁ ବଞ୍ଚିତ ହୋଇଛନ୍ତି । ଏହାକୁ ଦୃଡ଼ ପ୍ରତିବାଦ କରି ଆଜି ଭୋଗରାଇ ଚଟାଣ ଛକ ପାଖରୁ ଏକ ବିଶାଳ ରାଲି କରିବା ସହିତ ତହସିଲ ସମୁଖରେ ଶାନ୍ତି ପୂର୍ଣ ଗଣଧାରଣା ଦେଇଛନ୍ତି।

Leave A Reply

Your email address will not be published.