Masthead

ଜାଣନ୍ତୁ କେଉଁ କାଟେଗୋରୀରେ କ’ଣ ଖୋଲା ରହିବ…

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମୁଖ୍ୟ ଶାସନ ସଚିବଙ୍କ ବଡ଼ ଘୋଷଣା । ୧୬ ଜୁଲାଇ ସକାଳ ୬ଟା ଯାଏଁ ଆଂଶିକ ଲକଡାଉନ । କାଟେଗୋରୀ-ଏ ରେ ୨୦ ଜିଲ୍ଲା ସାମିଲ । କାଟେଗୋରୀ-ବି ରେ ୧୦ ଜିଲ୍ଲା ସାମିଲ । କାଟେଗୋରୀ-ଏ ରେ ସାମିଲ ହେଲା ଆଉ ୩ ଜିଲ୍ଲା । ଅନୁଗୁଳ, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲା କାଟେଗୋରୀ-ଏ କୁ ଗଲେ । ୨୦ ଜିଳ୍ଲାରେ ହଟିଲା ସପ୍ତାହାନ୍ତ ସଟଡାଉନ । ୨୦ ଟି ଜିଲ୍ଲାରେ ବସ ପରିବହନ ସେବାକୁ ଅନୁମତି । ରାଜ୍ୟରେ ଖୋଲିବ ସବୁ ଦୋକାନ । ପଶ୍ଚିମ-ଦକ୍ଷିଣ ଓଡ଼ିଶାରେ ସନ୍ଧ୍ୟା ୬ ଯାଏ ଖୋଲିବ । ୨୦ ଜିଲ୍ଲାରେ ସନ୍ଧ୍ୟା ୬ ଯାଏ ଖୋଲିବ ।

ଉପକୂଳ ଓଡ଼ିଶାରେ ଦିନ ୨ ଟା ଯାଏ ଖୋଲାରହିବ । ୧୦ ଜିଲ୍ଲାରେ ଦିନ ୨ଟା ଯାଏ ଖୋଲା ରହିବ ଦୋକାନ । ସପିଙ୍ଗ ମଲ୍, ସ୍ପା ଓ ପାର୍ଲରକୁ ଅନୁମତି ନାହିଁ । ୨୦ ଜିଲ୍ଲାରେ ଖୋଲିପାରିବେ ଛୋଟ ଛୋଟ ସେଲୁନ । ସପ୍ତାହିକ ହାଟ ଓ ବଜାରକୁ ଅନୁମତି । ସାମାଜିକ ଦୂରତା ମାନି ଦୋକାନ ଖୋଲିବ । ଚା ଦୋକାନ ଖୋଲିବାକୁ ରାଜ୍ୟ ସରକାରଙ୍କ ଅନୁମତି । କୋଭିଡ଼ ଗାଇଡ଼ଲାଇନ କଡ଼ାକଡ଼ି ପାଳନ ହେବ । ୨୦ ଜିଲ୍ଲାରେ ଶନି-ରବି ବନ୍ଦ ହେବନାହିଁ । ଶ୍ରଦ୍ଧାଳୁଙ୍କୁ ମନ୍ଦିର ମନା, କେବଳ ଚାଲିବ ନୀତି । ସ୍କୁଲ, କଲେଜ, କୋଚିଂ ସେଣ୍ଟର ପୂର୍ବଭଳି ବନ୍ଦ ରହିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼