Masthead

ଶିଶୁ କାନ୍ଧରେ ମଦ ବୋଝ

କୋଇଡା(ବଡ଼ ଖବର ବ୍ୟୁରୋ): ଶିଶୁ କାନ୍ଧରେ ମଦ ବ୍ୟାଗର ବୋଝ । ଯେଉଁ ବୟସରେ ଶିଶୁ ସ୍କୁଲ ଯିବା କଥା, ପାଠପଢା ଓ ସାଙ୍ଗସାଥୀଙ୍କ ସହ ଖେଳିବା କଥା, ସେଇ ବୟସରେ ଶିଶୁ ବୋହୁଛି ମଦ ବୋତଲ । ମଦ ଦୋକାନୀ ବୁହାଉଛନ୍ତି ମଦ ବୋତଲ । ଏଭଳି ଘଟଣା ଦେଖିବାକୁ ମିଳିଛି ଓଡ଼ିଶାର ଧନୀ ଜିଲ୍ଲା କୁହାଯାଉଥିବା ସୁନ୍ଦରଗଡ଼ର କୋଇଡା ଅଞ୍ଚଳରେ ।

ଛୁଆଟି ବୋହୁଛି ମଦ ବୋତଲ । ଏ ହେଉଛି ଆମ ରାଜ୍ୟର ବିକାଶର ଚିତ୍ର । ଅବକାରୀ ବିଭାଗର ଅଧିକାରୀଙ୍କ ଆଗରେ ଏଭଳି କାମ ହେଉଥିଲେ ମଧ୍ୟ ପାଟି ଖୋଲିବାର ସହାସ ନାହିଁ । ଏଭଳି ହୀନ ମାନସିକତାକୁ ଲୋକଲୋଚନକୁ ଆଣିଥିବା ସାମ୍ବାଦିକଙ୍କୁ ବିଦେଶୀ ମଦ ଦୋକାନୀ ଗାଳିଗୁଲଜ କରିଥିଲେ । କଥା ଥାନାକୁ ଯାଇଥିଲା । ପୋଲିସ ସାମ୍ବାଦିକଙ୍କୁ ପଢାଇଥିଲା ଆଇନର ପାଠ । କିନ୍ତୁ ମଦଦୋକାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ ସାହସ ଜୁଟାଇ ପାରିନଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର