Masthead

ଗୀତ ଗାଇ ଶେଷ ଇଚ୍ଛା ପୂରଣ କଲେ କ୍ୟାନ୍ସର ପୀଡ଼ିତ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଇଚ୍ଛା ଥିଲେ ଉପାୟ ଆପେ ଆସେ । ତେବେ ଏଇ କଥାଟି ସତ ପ୍ରମାଣିତ ହୋଇଛି । ଜଣେ କ୍ୟାନ୍ସର ପୀଡ଼ିତ ନିଜର ଶେଷ ଇଛାକୁ ପୂରା କରିପାରିଛନ୍ତି । କ୍ୟାନ୍ସର ପୀଡ଼ିତ ହେଲେ ଧ୍ରୁବାନନ୍ଦ ଦାସ ।  ଶେଷ ନିଶ୍ୱାସ ତ୍ୟାଗ କରିବା ପୂର୍ବରୁ ତାଙ୍କର ବହୁ ଇଛା ଥିଲା କାଳିଆର ଭଜନ ଟିଏ ଗାଇବେ ।

ଧ୍ରୁବାନନ୍ଦ ଦାସଙ୍କ ଇଚ୍ଛା ପୂରଣ ମଧ୍ୟ ହୋଇଛି । ଧ୍ରୁବାନନ୍ଦ ଦାସଙ୍କ ଏହି ଇଚ୍ଛା ପୂରଣ କରିଛନ୍ତି କଣ୍ଠଶିଳ୍ପୀ ଜୟଶ୍ରୀ ଧଳ । ଧ୍ରୁବାନନ୍ଦ ଦାସଙ୍କର କଣ୍ଠରୁ ଭାବ ଭକ୍ତି ଭରା ଜଗନ୍ନାଥ ଭଜନ ଗାଇଥିଲେ “ଗଡ଼େଇ ନେବୁ ମୋ ସଂସାର ରଥ” । ତେବେ ବର୍ତ୍ତମାନ ତାର ମ୍ୟୁଜିକ ଭିଡିଓ ଲଞ୍ଚ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ