Masthead

ଆଜିଠୁ ରାଜଧାନୀରେ ଖୋଲିବ ହଲ୍, ମଲ୍

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସୋମବାରଠୁ ରାଜଧାନୀରେ ଖୋଲିଛି ପାର୍କ । ଅଗଷ୍ଟ ଗାଇଡଲାଇନ ଅନୁସାରେ ମଲ୍ ଏବଂ ସିନେମା ହଲ ଗୁଡିକ ମଧ୍ୟ ଖୋଲିବ । ଖୋଲିବା ପୂର୍ବରୁ ଏହାକୁ ସାନିଟାଇଜ୍ କରାଯାଇଛି । ଟିକା ନେଇନଥିଲେ ମଲ୍ ଭିତରକୁ ଏଣ୍ଟ୍ରି ନାହିଁ । ଭିଡ଼ ଏଡ଼ାଇବାକୁ ମଲ ଗୁଡିକରେ ଲଗାଇଯାଇଛ ଫୁଟ୍ କାଉଣ୍ଟ ମେସିନ୍ । ଫଳରେ ମଲକୁ କେତେ ଲୋକ ପଶିଲେ, କେତେ ବାହାରିଲେ ଜଣାପଡ଼ିବ ।

ଅଗଷ୍ଟ ୫ରୁ ହଲ୍ ଖୋଲିବା ପାଇଁ ଯୋଜନା ହୋଇଥିବାବେଳେ ଇଭନିଂ ଏବଂ ନାଇଟ୍ ସୋ ରହିବନାହିଁ ବୋଲି ଜଣାପଡିଛି । ସେହିପରି ରାଜଧାନୀର ବଭିନ୍ନ ପାର୍କ ଗୁଡିକ ମଧ୍ୟ ଖୋଲିବା ପୂର୍ବରୁ ସଫେଇ କରାଯାଇଛି। ସେହିଭଳି ୫୦ ପ୍ରତିଶତ କ୍ଷମତାରେ ଖୋଲିବ ରେଷ୍ଟୁରାଣ୍ଟ ଏବଂ ହଲ୍ । ପାର୍ସଲ ନନେଇ ହୋଟେଲରେ ବସି ଖାଇପାରିବେ ରାଜଧାନୀବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ