Masthead

ଦେଖିଛନ୍ତି କି ପିଙ୍କ୍ ହ୍ରଦ !

(ବଡ଼ ଖବର ବ୍ୟୁରୋ): ପିଙ୍କ୍ ହ୍ରଦ୍ । ସାଧାରଣତଃ ପାଣିର କୌଣସି ରଙ୍ଗ ନଥାଏ । କିନ୍ତୁ ଆର୍ଜେଣ୍ଟିକାରେ ଅଛି ପିଙ୍କ୍ ହ୍ରଦ । ଏହି ହ୍ରଦର ପାଣି ପିଙ୍କ୍ । ଆର୍ଜେଣ୍ଟିନାର ସହର ଟ୍ରେଲିୟୁର ଇଣ୍ଡୋଷ୍ଟ୍ରିଆଲ ପାର୍କ ନିକଟରେ ରହିଛି ଏହି ପିଙ୍କ ହ୍ରଦ । ଏହି ହ୍ରଦର ପାଣି ପିଙ୍କ୍ କାହିଁକି ହୋଇଛି ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଅତ୍ୟଧିକ ପ୍ରଦୂଷଣ ଯୋଗୁଁ ହ୍ରଦର ପାଣିର ରଙ୍ଗ ବଦଳି ଯାଇଛି ।

ହ୍ରଦ ନିକଟରେ ବହୁ ଶିଳ୍ପ ଗଢିଉଠିଛି । କଳାକାରଖାନାରୁ ନିର୍ଗତ ବର୍ଜ୍ୟଜଳ ଏହି ହ୍ରଦରେ ମିଶୁଛି । କ୍ରମାଗତ ଭାବେ ଏହି ଧାରାରେ ପରିବର୍ତ୍ତନ ହେଉନଥିବାରୁ ହ୍ରଦର ପାଣି ପିଙ୍କ୍ ହୋଇଯାଇଛି । ସ୍ଥାନୀୟ ପରିବେଶ ବିଭାଗର ଅଧିକାରୀମାନେ କହିଛନ୍ତି, କିଛି ଦିନ ପରେ ହ୍ରଦର ପାଣିର ରଙ୍ଗ ପୂର୍ବ ଅବସ୍ଥାକୁ ଫେରି ଆସିବ । ଆଉ କିଛି ପରିବେଶବିତଙ୍କ ମତ, ପ୍ରଦୂଷଣ ମାତ୍ରା ବଢୁଥିବାରୁ ଧୀରେ ଧୀରେ ଏହି ହ୍ରଦ ତା’ର ସତ୍ତା ହରାଇବାକୁ ଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ