Masthead

ରାଷ୍ଟ୍ରପତିଙ୍କ ସହ ଚା’ ପିଇବେ ଅଲିମ୍ପିଆନ

(ବଡ଼ ଖବର ବ୍ୟୁରୋ): ଟୋକିଓ ଅଲମ୍ପିକରେ ଭାଗ ନେଇଥିବା ପ୍ରତ୍ୟେକ କ୍ରୀଡ଼ାବିତଙ୍କୁ ଭେଟିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆସନ୍ତା ୧୪ ତାରିଖରେ ରାଷ୍ଟ୍ରପତି ଭବନର ସଂସ୍କୃତି ଭବନରେ ଏକ ଚା’ ପିଆ କାର୍ୟ୍ୟକ୍ରମ ରଖାଯାଇଛି । ଟୋକିଓ ଅଲମ୍ପିକରେ ଭାଗ ନେଇଥିବା ପ୍ରତ୍ୟେକ କ୍ରୀଡ଼ାବିତ୍ ଏଠାରେ ଯୋଗଦେବେ।

ଅଲମ୍ପିକ୍ ଗେମ୍ସ ଇତିହାସରେ ଭାରତ ଚଳିତ ଥର ଜବରଦସ୍ତ ପ୍ରଦର୍ଶନ କରିଛି । ହକି ଦଳ ୪୧ ବର୍ଷ ପରେ ପଦକ ହାସଲ କରି ଫେରିଛି । ପ୍ରଥମ ଭାରତୀୟ ଆଥଲେଟ ଭାବରେ ନୀରଜ ଚୋପ୍ରା ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଏହାସହ ପ୍ରଥମ ଥର ପାଇଁ ଭାରତୀୟ ମହିଳା ହକି ଦଳ ନକଆଉଟ ମ୍ୟାଚରେ ପ୍ରବେଶ କରି ପାରିଥିଲା ।

ତେବେ ଦଳ ପଦକ ହାସଲ କରିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲା । ତା’ ସାଙ୍ଗକୁ ଭାରତୀୟ ଖେଳାଳି କୁସ୍ତି, ବ୍ୟାଡମିଣ୍ଟନ ଓ ଭାରୋତ୍ତଳ ଇଭେଣ୍ଟରେ ମଧ୍ୟ ପଦକ ହାସଲ କରି ଭାରତର ନାଁ ଟେକ ରଖିଛନ୍ତି ।ଏହାପରେ କ୍ରୀଡ଼ାବିତଙ୍କୁ ସହ ବହୁ ବିଶେଷ ବ୍ୟକ୍ତିମାନେ ଭେଟିବା ସହ ସେମାନଙ୍କ ଉପରେ ପୁରସ୍କାର ବର୍ଷା କରିଛନ୍ତି । ଏହାସହ ଅଗଷ୍ଟ ୧୫ ତାରିଖରେ କ୍ରୀଡ଼ାବିତମାନେ ସ୍ବାଧୀନତା ଦିବସରେ ସ୍ବତନ୍ତ୍ର ଅତିଥି ଭାବେ ଲାଲ କିଲ୍ଲାରେ ଯୋଗ ଦେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜେଲ୍ ରୁ ମୁକୁଳି ପାରିବେନି ଦାରା ସିଂ! 🔴 ୨ ହଜାରରୁ କମ୍ UPI ଦେଣନେଣ ଦେୟମୁକ୍ତ 🔴 ଖଟିଆରେ ବୁହା ହେଲା ଦୁଇ ଭାଇଙ୍କ ମୃତଦେହ 🔴 ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୩ ବାତ୍ୟାର ଆଶଙ୍କା, ଗୋଟିଏ ନେଇ ପାରେ ଶକ୍ତିଶାଳୀ ରୂପ 🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଜେଲ୍ ରୁ ମୁକୁଳି ପାରିବେନି ଦାରା ସିଂ! 🔴 ୨ ହଜାରରୁ କମ୍ UPI ଦେଣନେଣ ଦେୟମୁକ୍ତ 🔴 ଖଟିଆରେ ବୁହା ହେଲା ଦୁଇ ଭାଇଙ୍କ ମୃତଦେହ 🔴 ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୩ ବାତ୍ୟାର ଆଶଙ୍କା, ଗୋଟିଏ ନେଇ ପାରେ ଶକ୍ତିଶାଳୀ ରୂପ 🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ