Masthead

କାବୁଲ ଛାଡ଼ିବାକୁ ଅମଙ୍ଗ ପୂଜକ

(ବଡ଼ ଖବର ବ୍ୟୁରୋ): ଠାକୁରଙ୍କ ସେବା ପାଇଁ ନିଜ ଜୀବନକୁ ଖାତିର କଲେନି ମନ୍ଦିର ପୂଜକ । କାବୁଲ ଛାଡ଼ିବାକୁ ରାଜିନାହାନ୍ତି ପୂଜକ । ସେ କହିଛନ୍ତି ଯଦି ତାଲିବାନ ହାତରେ ନିଜକୁ ମରିବାକୁ ହୁଏ ତେବେ ସେ ଏହାକୁୁ ଠାକୁରଙ୍କ ସେବା ବୋଲି ଭାବିନେବେ । କାବୁଲକୁ ତାଲିବାନ କବଜା କରିବା ପରେ ଅଫଗାନିସ୍ତାନର ସ୍ଥିତି ଅଧିକ ଭୟାବହ ହୋଇଛି ।

୨୦ ବର୍ଷ ପରେ ତାଲିବାନ ଶାସନ ଫେରିବା ଡରରେ ଜୀବନ ବଂଚାଇବା ପାଇଁ ହଜାର ହଜାର ଲୋକ ଅଫଗାନିସ୍ତାନ ଛାଡ଼ୁଛନ୍ତି । କିନ୍ତୁ ସେଠାରେ ଥିବା ଜଣେ ମନ୍ଦିର ପୂଜକ କାବୁଲ ଛାଡ଼ିବାକୁ ମନାକରିଦେଇଛନ୍ତି । ରତନନାଥ ମନ୍ଦିରରେ ଥିବା ପୂଜକ ପଣ୍ଡିତ ରାଜେଶ କୁମାର ମନ୍ଦିର ଛାଡ଼ି କୁଆଡ଼େ ଯିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା