Masthead

ପ୍ରେମିକା ପୋଷାକ ପିନ୍ଧି ପରୀକ୍ଷା ଦେଉଥିଲା ପ୍ରେମିକ, ୩ ଦିନ ପରେ ଜଣାପଡିଲା ଅସଲ ସତ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ ): ପ୍ରେମିକା ପରୀକ୍ଷାରେ ଫେଲ ହୋଇଯିବ ବୋଲି ପ୍ରେମିକ ଯୁବତୀ ପୋଷାକ ପିନ୍ଧି ପରୀକ୍ଷାକେନ୍ଦ୍ରରେ ପହଞ୍ଚି ପରୀକ୍ଷା ଦେଉଥିଲା। ୩ ଦିନ ପରୀକ୍ଷା ଦେବାପରେ ଜଣାପଡିଲା ଅସଲ ସତ। ଏମିତି ଘଟଣା ଘଟିଛି ଗେଷ୍ଟନ ବର୍ଜନ ବିଶ୍ବବିଦ୍ୟାଳୟରେ। ଜଣେ ଛାତ୍ର ମହିଳାଙ୍କ ଭଳି ବେଶ ଧାରଣ କରି ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିବା ଜଣାପଡ଼ିଥିଲା। ଉକ୍ତ ଛାତ୍ରଙ୍କ ନାମ ଖାଦିମ ମ୍ବୋପ।

ଖାଦିମ ମ୍ବୋପଙ୍କୁ ତାଙ୍କ ପ୍ରେମିକା କାଳେ ପରୀକ୍ଷାରେ ଫେଲ ହୋଇଯିବ ସେହି ଭୟ ରହିଥିଲା। ସେ କିପରି ପରୀକ୍ଷାରେ ତାଙ୍କ ପ୍ରେମିକାଙ୍କୁ ପାସ କରିବେ ସେ ଚିନ୍ତାରେ ରହିଥିଲେ ଏବଂ ଏହାରି ଭିତରେ ସେ ଏକ ଉପାୟ ଆପଣାଇଥିଲେ। ନିଜ ପ୍ରେମିକାଙ୍କ ପୋଷାକ ପିନ୍ଧି ପରୀକ୍ଷା କେନ୍ଦ୍ରରେ ପହଞ୍ଚି ଯାଇଥିଲେ। ୩ ପରୀକ୍ଷା ଦେବା ସମୟରେ ଉକ୍ତ ପରୀକ୍ଷା କେନ୍ଦ୍ରର ନୀରିକ୍ଷକ ଖାଦିମ ମ୍ବୋପଙ୍କୁ ଦେଖି ସନ୍ଦେହ କରିଥିଲେ। ଏହାପରେ ଯାଞ୍ଚ କରିବାରୁ ସତ ସାମ୍ନକୁ ଆସିଥିଲା। ତେବେ ପରୀକ୍ଷା ନୀରିକ୍ଷକ ଏହି ଘଟଣା ସମ୍ପର୍କରେ ପୁଲିସକୁ ଜଣାଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକ-ଯୁବତୀଙ୍କୁ ଧରି ଥାନାକୁ ନେଇ ପଚାରଉଚରା କରୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ