ଦୁର୍ଦ୍ଦିନରେ କାରିଗର

ଭୁବନ (ବଡ଼ ଖବର ବ୍ୟୁରୋ): ଦୁର୍ଦ୍ଦିନରେ ମୂର୍ତ୍ତୀ କାରିଗର । ଆରମ୍ଭ ହେଲାଣି ପାର୍ବଣ ଋତୁ । କରୋନା କାରଣରୁ ଖୁଦୁରୁକୁଣୀ ଓଷାରେ ଝିଅଙ୍କର କମୁଛି ଆଗ୍ରହ । ଆଉ ଦୁଇଦିନ ପରେ ଖୁଦୁରୁକୁଣି ଓଷା। ଏଥିପାଇଁ ମୂର୍ତ୍ତୀ କାରିଗରମାନେ ତିଆରି କରିଛନ୍ତି ପ୍ରତିମା ମୂର୍ତ୍ତୀ ଓ ବିଭିନ୍ନ ରଙ୍ଗର ଜରିଆନ ମେଢ ଏବଂ ଅଳଙ୍କାର।

କିନ୍ତୁ କୋରୋନା କାରଣରୁ ବ୍ୟବସାୟ ଠପ ପଡିଛି। ଏପଟେ କରୋନା କାରଣରୁ ମଧ୍ୟ କୁମାରୀ ଝିଅ ମାନଙ୍କର ଖୁଦୁରୁକୁଣୀ ଓଷା ପ୍ରତି ଆଗ୍ରହ କମିଛି। କେବଳ ବିଧିରକ୍ଷା କରି ପୂଜାକରାଯିବ ବୋଲି ଝିଅମାନେ ଜଣାଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ