Masthead

ରାଜସ୍ଥାନରେ ମଦ ବିକ୍ରି ଉପରେ ଲାଗିବନି ରୋକ, ରାଜସ୍ୱ ଆଦାୟ ପାଇଁ ଗେହଲଟ ସରକାରଙ୍କ ଏପରି ଘୋଷଣା

ଜୟପୁର(ବଡ଼ ଖବର ବ୍ୟୁରୋ): ଅଶୋକ ଗେହଲଟ ସରକାରଙ୍କ ବଡ଼ ଘୋଷଣା । ରାଜସ୍ଥାନରେ ବନ୍ଦ ହେବନି ମଦ ବିକ୍ରି । ଏହାବାଦ ଅଶୋକ ଗେହଲଟ ସରକାର ଏହାମଧ୍ୟ କହିଛନ୍ତି ଯେ, ରାଜ୍ୟର ଲୋକଙ୍କୁ ଭଲ କ୍ୱାଲିଟିର ମଦ ଦିଆଯିବ । ଏପରି ଏକ ବଡ଼ ଘୋଷଣା ରାଜସ୍ଥାନର ବିଧାନସଭାରେ କରିଛନ୍ତି ଗେହଲଟ ସରକାର ।

ସରକାରଙ୍କ କହିବା କଥା ଯେ, ମାଦକ ଦ୍ରବ୍ୟର ଆମଦାନୀ ଭଲ ହେଉଛି । ଆଉ ଏଥିରୁ ଭଲ ରାଜସ୍ୱ ମଧ୍ୟ ଆଦାୟ କରାଯାଉଛି । ଯେଉଁ କାରଣରୁ ରାଜ୍ୟରେ ମଦର ବିକ୍ରି ଉପରେ ରୋକ ଲାଗିବ ନାହିଁ । ବିଜେପି ବିଧାୟକ ମଦନ ଦିଲାବର ବିଧାନସଭାରେ ସରକାରଙ୍କୁ ଏକ ଲିଖିତ ପ୍ରଶ୍ନ ପଚାରିଥିଲେ । ଯାହାର ଯବାବରେ ଏପରି ଉତ୍ତର ରଖି ଗେହଲଟ ସରକାର ଏପରି ଉତ୍ତର ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି