Masthead

ଚାଷୀଙ୍କୁ ଘାରିଛି ମରୁଡ଼ି ଚିନ୍ତା

ସୁକିନ୍ଦା (ବଡ଼ ଖବର ବ୍ୟୁରୋ): ଚାଷୀଙ୍କୁ ଘାରିଛି ମରୁଡ଼ି ଚିନ୍ତା । ବର୍ଷା ଅଭାବରୁ ବିଲରେ ପଡିଥିବା ଧାନ ତଳି ଏବେ ପାଚି ଶୁଖିଲା । ଯାଜପୁର ଜିଲ୍ଲା ସୁକିନ୍ଦା ବିକାଶର ଗନ୍ତଶାଳା ଖଣି ଅଞ୍ଚଳରେ ଜମି ପଡ଼ିଆ ପଡିଥିବାରୁ ଚାଷୀ ଏବେ ଚିନ୍ତାରେ । ଚାଷ ଉପରେ ନିର୍ଭର କରୁଥିବା ଧାନ ଚାଷୀ ଏବେ ହତାଶ ।

ମୈାସୁମୀ ବର୍ଷାର ନାଁ ଗନ୍ଧ ନଥିବା ବେଳେ ପ୍ରଶାସନ ପକ୍ଷରୁ ସ୍ଵାଧିନତାର ୭୫ ବର୍ଷ ପରେ ମଧ୍ୟ କେନାଲ ମାଧ୍ୟମରେ ପାଣି ଯୋଗାଇଦେବାରେ ବିଫଳ । ସେପଟେ ଉଠା ଜଳସେଚନର ସୁବିଧା ମଧ୍ୟ ନାହିଁ । ରାଜ୍ୟସରକାର ଚାଷୀଙ୍କ ପାଇଁ କରିଥିବା ଯୋଜନା କେବଳ ଯୋଜନା ହିଁ ରହିଯାଇଛି । ରେଙ୍ଗାଲି ଡ୍ୟାମରେ ଜଳ ଆସୁଥିଲେ ମଧ୍ୟ ତାହା ଏଠିକାର ଚାଷୀଙ୍କ ପାଖରେ ପହଞ୍ଚି ପାରୁନି । ଏ ଅଞ୍ଚଳକୁ ରେଙ୍ଗାଲି ପାଣି ପହଞ୍ଚିବା ଅସମ୍ଭବ । ତେବେ ଏଠାରେ ତୁରନ୍ତ ଉଠା ଜଳସେଚନର ସୁବିଧା କରିବା ପାଇଁ ଚାଷୀ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା