Masthead

ଆସୁଛି ସୌରଝଡ଼

(ବଡ଼ ଖବର ବ୍ୟୁରୋ): ମାଡ଼ିଆସୁଛି ସୌରଝଡ଼ । ଆଉ ଏକ ଭୟଙ୍କର ଝଡ଼ ସୃଷ୍ଟି ହେବାକୁ ଯାଉଛି । ଯାହା ଆମର ବ୍ୟାପକ ବୈଦ୍ୟୁତିକ ଭିତ୍ତିଭୂମିକୁ ନଷ୍ଟ କରିବାର ସମ୍ଭାବନା ରହିଛି । ଏହାସହ ଏକ ‘ଇଣ୍ଟରନେଟ୍‌ ବିପର୍ଯ୍ୟୟ’ ସୃଷ୍ଟି କରିପାରେ। ଏହି ସୌର ଝଡ଼ ହେତୁ ଆମର ଇଣ୍ଟରନେଟ୍ ପୂରା ଅଚଳ ହୋଇପାରେ ଏବଂ ଆମର ଡିଜିଟାଲ ଜଗତ ବ୍ୟାପକଭାବେ ପ୍ରଭାବିତ ହୋଇପାରେ।

ସ୍ଥାନୀୟ ଓ ଆଞ୍ଚଳିକ ଇଣ୍ଟରନେଟ୍ ଭିତ୍ତିଭୂମିରେ ବିଶେଷ କ୍ଷତି ହେବ ନାହିଁ କାରଣ ସେଗୁଡ଼ିକ ମୁଖ୍ୟତଃ ଫାଇବର ଅପ୍ଟିକ୍ ବ୍ୟବହାର କରନ୍ତି। ସମୁଦ୍ର ତଳେ ଯାଇଥିବା ତଥା ମହାଦେଶ-ମହାଦେଶକୁ ସଂଯୋଗ କରୁଥିବା କେବୁଲଗୁଡ଼ିକ ଫାଇବର ଅପ୍ଟିକ୍ ହେଲେ ମଧ୍ୟ ପ୍ରଭାବିତ ହେବ ବୋଲି ଗତ ସପ୍ତାହରେ ଏସଆଇଜିସି ଓ ଏମଏମ୍‌ ୨୦୨୧ ଡାଟା କମ୍ୟୁନିକେସନ ସମ୍ମେଳନରେ ଅବଦୁ ଜ୍ୟୋତି କହିଛନ୍ତି । ଏହା ପୂର୍ବରୁ ୧୮୫୯, ୧୯୨୧, ଓ ୧୯୮୯ରେ ଏପରି ଭୟଙ୍କର ସୌରଝଡ଼ ସୃଷ୍ଟି ହୋଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ