ମାଡ଼ ମରାଯାଉଛି, ଖାଦ୍ୟ ମିଳୁନି

ସୋର(ବଡ଼ ଖବର ବ୍ୟୁରୋ): ସବ୍ ଜେଲର ବିବାଦ ପିଛା ଛାଡୁନି । କିଛି ଦିନ ତଳେ ଜେଲରେ ଜଣେ କଏଦୀ ଆତ୍ମହତ୍ୟା କରିଥିବା ବେଳେ ଆଜି ଜେଲ ଭିତରୁ କଏଦୀଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା ଭିଡିଓ ଭାଇରାଲ ହୋଇଛି । ଜେଲର ଜଣେ ବିଚରାଧୀନ କଏଦୀ ଜେଲ ଭିତରୁ ଏହି ଭିଡିଓ ଭାଇରଲ କରିଛନ୍ତି । ଜେଲ ଭିତରକୁ କେମିତି ମୋବାଇଲ ଗଲା ତାହା ସବୁଠାରୁ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି ।

ଜେଲରେ ସେମାନଙ୍କୁ ମାଡ଼ ମରାଯାଉଥିବା ବେଳେ ସେମାନଙ୍କୁ ଖାଦ୍ୟ ଠିକରେ ଦିଆଯାଉନାହିାଁ ସବୁଠାରୁ ବଡ଼ କଥା କିଛିଦିନ ପୂର୍ବରୁ ଜଣେ କଏଦୀ ଜେଲ ଭିତରେ ମୃତ୍ୟୁ ବରଣ କରିଥିଲେ ଓ ସେ ଜେଲ ଭିତରେ ଆତ୍ମହତ୍ୟା ହୋଇଥିବାନେଇ ପୋଷ୍ଟମୋର୍ଟମ ରିପୋର୍ଟ ରହିଛି ବୋଲି ଜେଲର କହିଛନ୍ତି । ଏଥସହିତ ଜେଲର ଗୋଟିଏ ପାଖରେ କୌଣସି ଘର ଦ୍ୱାର ନଥିବାରୁ ସେହି ବାଟରେ କିଛି ଅସାମାଜିକ ଯୁବକ ଫିଙ୍ଗିଦେଉଥିବା କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ସମ୍ଭାବନା 🔴 କଲେଜ ନିର୍ବାଚନ ଆଜି ପ୍ରାର୍ଥିପତ୍ର ଦାଖଲ 🔴 ବଲିଉଡର ଭେଟରାନ ଅଭିନେତା ନାନା ପାଟେକରଙ୍କ ପରଲୋକ 🔴 ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ 🔴 ବଢ଼ିଲା ରେପୋ ରେଟ୍ 🔴 ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ 🔴 ଝଡବର୍ଷା ସମ୍ଭାବନା, ଆଲର୍ଟ ଜାରି 🔴 ଅସ୍ୱାଭାବିକ ଭାବେ ବଢ଼ିଛି ପୁରୀର ଦିନ ତାପମାତ୍ରା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଜନାଥ ସିଂ 🔴 ଓଡ଼ିଶା ଗସ୍ତରେ ଆସୁଛନ୍ତି  ୨ କେନ୍ଦ୍ରମନ୍ତ୍ରୀ 🔴 ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ସମ୍ଭାବନା 🔴 କଲେଜ ନିର୍ବାଚନ ଆଜି ପ୍ରାର୍ଥିପତ୍ର ଦାଖଲ 🔴 ବଲିଉଡର ଭେଟରାନ ଅଭିନେତା ନାନା ପାଟେକରଙ୍କ ପରଲୋକ 🔴 ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ 🔴 ବଢ଼ିଲା ରେପୋ ରେଟ୍ 🔴 ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ 🔴 ଝଡବର୍ଷା ସମ୍ଭାବନା, ଆଲର୍ଟ ଜାରି 🔴 ଅସ୍ୱାଭାବିକ ଭାବେ ବଢ଼ିଛି ପୁରୀର ଦିନ ତାପମାତ୍ରା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଜନାଥ ସିଂ 🔴 ଓଡ଼ିଶା ଗସ୍ତରେ ଆସୁଛନ୍ତି  ୨ କେନ୍ଦ୍ରମନ୍ତ୍ରୀ