Masthead

ମିକ୍ସଡ ସେମିରେ ହାରିଲେ ପ୍ରମୋଦ ଓ ପଲକ

ଟୋକିଓ(ବଡ଼ ଖବର ବ୍ୟୁରୋ):    ଚଳିତ ପାରାଲିମ୍ପିକ୍ସର ଏସଏଲ୍ ତୃତୀୟ ଏକକ ବର୍ଗ ପୁରୁଷ ବ୍ୟାଡମିଣ୍ଟନର ଫାଇନାଲରେ ପ୍ରବେଶ କରିଥିଲେ ଓଡିଆ ପୁଅ ପ୍ରମୋଦ । ହେଲେ ଆଜି ମିକ୍ସଡ ଇଭେଣ୍ଟରେ ସମସ୍ତଙ୍କୁ ନିରାଶ କରିଛନ୍ତି ପ୍ରମୋଦ । ଭାରତୀୟ ଦଳରୁ ମିକ୍ସଡ ଇଭେଣ୍ଟର ଏସଏଲ୩-ଏସୟୁ୫ ରେ ପ୍ରମୋଦ ଓ ପଲକ କୋହଲି ଦମଦାର ପ୍ରଦର୍ଶନ କରିଥିଲେ । ହେଲେ ଉଭୟ ଆଉ ଆଗକୁ ବଢିପାରିନାହାନ୍ତି ।

ଇଣ୍ଡୋନେସିଆର ଏସ ହ୍ୟାରି ଓ ରାତ୍ରୀଙ୍କ ଠାରୁ ୦-୨ ରେ ପରାସ୍ତ ହୋଇଛନ୍ତି ଉଭୟ । ପ୍ରମୋଦ ସିଙ୍ଗଲ୍ସରେ ଦମଦାର ପ୍ରଦର୍ଶନ ଦେଖାଇଥିବାରୁ ତାଙ୍କୁ ମିକ୍ସଡ ଇଭେଣ୍ଟରେ ଭଲ ଖେଳିବେ ବୋଲି ଆଶା କରାଯାଉଥିଲା । ହେଲେ ସେମିରେ ଉଭୟଙ୍କୁ ଇଣ୍ଡୋନେସିଆର ଦୁଇ ଖେଳାଳି ପରାସ୍ତ କରିଥିଲେ । ଏହି ମ୍ୟାଚକୁ ଜିତିବା ପାଇଁ ସେମାନଙ୍କୁ ମାତ୍ର ୧୯ ମିନିଟର ସମୟ ଲାଗିଥିଲା । ପ୍ରଥମ ଇନିସଂ ରେ ୭ ମିନିଟ ଓ ଦ୍ୱିତୀୟ ଇନିସଂରେ ୧୨ ମିନିଟ୍ ସମୟ ଲାଗିଥିଲା । ପଲକ ଓ ପ୍ରମୋଦ ସେମିରେ ହାରିଥିଲେ ହେଁ ସେମାନଙ୍କ ପାଖରେ ବ୍ରୋଞ୍ଚ ପଦକ ଜିତିବାର ସୁଯୋଗ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା