Before Header

ଗଣତନ୍ତ୍ରର ସୁରକ୍ଷା ଦାୟିତ୍ୱ ପୁଲିସ ହାତରେ: ଗୃହମନ୍ତ୍ରୀ

0 11

ଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ରାଜଧାନୀ ଦିଲ୍ଲୀରେ ପୋଲିସ ଅନୁସନ୍ଧାନ ଏବଂ ବିକାଶ ବ୍ୟୁରୋର ୫୧ ତମ ଫାଉଣ୍ଡେଶନ ଦିବସ ଉତ୍ସବରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଯୋଗ ଦେଇଥିଲେ । ତେବେ ସ୍ୱାଧୀନତା ପୂର୍ବରୁ ଗଣତନ୍ତ୍ର ଆମ ଦେଶର ପ୍ରକୃତି ଥିଲା ।

ଏହା ଆଇନ ଏବଂ ଶୃଙ୍ଖଳା ବିନା ସଫଳ ହୋଇପାରିବ ନାହିଁ ବୋଲି ସଭାରେ ଉଦବୋଧନ ଦେଇ ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି । ଅପରପକ୍ଷେ ଟୋକିଓ ଅଲମ୍ପିକରେ ରୈପ୍ୟ ବିଜେତା ମୀରାବାଇ ଚାନୁଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା । ଅନ୍ୟପଟେ ମଣିପୁର ସରକାର ମିରାବାଇ ଚାନୁଙ୍କୁ ପୋଲିସ ବିଭାଗରେ ଅତିରିକ୍ତ ଅଧୀକ୍ଷକ ଭାବରେ ନିଯୁକ୍ତ କରାଯାଇଛି ।

Leave A Reply

Your email address will not be published.