Masthead

ଜାଭେଦ ଅଖତରଙ୍କ ଆରଏସଏସ ବୟାନକୁ ନେଇ ଉତ୍ତର ରଖିଲା ଶିବସେନା

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଆରଏସଏସକୁ ତାଲିବାନ ସହ ତୁଳନା କରିବା ପରେ ଜାଭେଦ ଅଖତରଙ୍କ ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି । ଏହା ମଧ୍ୟରେ ଜାଭେଦଙ୍କୁ କଡା ଜବାବ ଦେଇଛି ଶିବସେନା । ତେବେ ଆରଏସଏସ ସହ ତାଲିବାନକୁ ତୁଳନା କରିବା ଠିକ ନୁହଁ । ଆରଏସଏସର ବିଚାରଧାରା ଯଦି ତାଲିବାନଙ୍କ ପରି ହୁଅନ୍ତା ତାହାଲେ ତିନି-ତଲାଖ ବିରୋଧରେ ଆଇନ ନିର୍ମାଣ କେବେ ବି ହୋଇନଥାନ୍ତା ।

ଏବଂ ଦେଶରେ ଥିବା ଲକ୍ଷ ଲକ୍ଷ ମୁସଲମାନ ମହିଳାଙ୍କୁ ସ୍ୱାଧୀନତା ମିଳିନଥାନ୍ତା । ଏହା ସହ ଦେଶର ବହୁସଂଖ୍ୟକ ହିନ୍ଦୁମାନଙ୍କୁ ଦବାଇବା ପାଇଁ ଚେଷ୍ଟା କରନ୍ତୁ ନାହିଁ । ଅପରପକ୍ଷରେ ଆମ ଦେଶକୁ ହିନ୍ଦୁ ରାଷ୍ଟ୍ର ରୂପେ ପରିଣତ କରିବାକୁ ଚେଷ୍ଟା କରୁଥିବା ସଂସ୍ଥାଗୁଡିକର ଧାରଣା ସଠିକ ବୋଲି ଶିବସେନା କହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଉତ୍ତରାଖଣ୍ଡରେ ହେଲିକପ୍ଟର କ୍ରାସ୍, ୭ ମୃତ 🔴 ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା 🔴 ଆଜି ରଜ ସଂକ୍ରାନ୍ତି, ଗାଁଠୁ ସହର ସବୁଠି ଉତ୍ସାହ 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଉତ୍ତରାଖଣ୍ଡରେ ହେଲିକପ୍ଟର କ୍ରାସ୍, ୭ ମୃତ 🔴 ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା 🔴 ଆଜି ରଜ ସଂକ୍ରାନ୍ତି, ଗାଁଠୁ ସହର ସବୁଠି ଉତ୍ସାହ 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨