Before Header

୬ ମାଓବାଦୀ ଗିରଫ ସହ ବିପୁଳ ବିସ୍ଫୋରକ ଜବତ

0 769

ମାଲକାନଗିରି(ବଡ଼ ଖବର ବ୍ୟୁରୋ): ପୋଲିସକୁ ବଡ଼ ସଫଳତା । ମାଲକାନଗିରି ଛତିଶଗଡ଼ ସୀମାନ୍ତ ସୁକମା ଜିଲ୍ଳାରେ ୬ ମାଓବାଦୀ ଗିରଫ । ତେବେ ଗିରଫ ମାଓବାଦୀଙ୍କ ଠାରୁ ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ ଜବତ ହୋଇଛି । ପୋଲିସ ଓ ସିଆପିଏଫ କୋବ୍ରା ବାହିନୀଙ୍କ ମିଳିତ କମ୍ବିଂ ଅପରେସନ ବେଳେ ଧରାପଡିଲେ ୬ ହାର୍ଡକୋର ମାଓବାଦୀ । ୧୯ଟି ବିଜିଏମ, ଦୁଇଟି ଅଫୁଟା ଲେଣ୍ଡମାଇନ ଓ ୮ ଟି ଜିଲୋଟିନ ଷ୍ଟିକ୍ ବୋମା ସହ ଜିଲଟିନ ଜବତ ହୋଇଥିବା ସୂଚନା ।

Leave A Reply

Your email address will not be published.