Masthead

ବିଜେପି ବିଜେଡିର ଏକ ଶାଖା: ଉମାବଲ୍ଲଭ ରଥ

ପିପିଲି (ବଡ଼ ଖବର ବ୍ୟୁରୋ): ପିପିଲିରେ କଂଗ୍ରେସ ହେଭିଓ୍ବେଟ ନେତାଙ୍କ ମାନସ ମନ୍ଥନ । ରୁଦ୍ଧଦ୍ଵାର ଵୈଠକରେ କଂଗ୍ରେସର ସାଙ୍ଗଠନିକ ସ୍ଥିତି ପରଖିଲା ଦଳ । ପିପିଲି ଦଖଲ ନେଇ ଘଣ୍ଟା ଘଣ୍ଟା ଅ।ଲୋଚନା ପର୍ଯ୍ୟାଲୋଚନା । ପୁଣି ପିପିଲି ରେ କଂଗ୍ରେସ ଟ୍ରାକକୁ ଫେରିବା ପାଇଁ କଂଗ୍ରେସ କସରତ ଜାରି ରଖିଥିବାବେଳେ ନିର୍ଵାଚନରେ ଦଳ ଭଲ ପ୍ରଦର୍ଶନ କରି ନିର୍ଵାଚନ ଜିଣିବାର ଦେଲା ସଙ୍କେତ ।

ବିଜେପିର ବିଜେଡି ଏକ ଶାଖା ବୋଲି କଂଗ୍ରେସ ନେତା ଉମାବଲ୍ଲଭ ରଥ କହିଥିବା ବେଳେ ପିପିଲିରେ କଂଗ୍ରେସ ବିଜୟ ବାନା ଉଡାଇବ ବୋଲି କହିଛନ୍ତି । ସେପଟେ ବିଜେଡିକୁ ଟାର୍ଗେଟ କରିଛନ୍ତି ପିପିଲି ବିଜେପି ବିଧାୟକ ପ୍ରାର୍ଥୀ ଅ।ଶ୍ରିତ ପଟ୍ଟନାୟକ, ପିପିଲି ଭୋଟଙ୍କୁ ବାରମ୍ଵାର ମିଛ ପ୍ରତିଶୃତି ଦେଇ ଭଣ୍ଡାଉଥିବା ଦଳ ବିରୁଦ୍ଧରେ ଜନସାଧାରଣଙ୍କ ପାଖରେ ପହଂଚିବା ସହିତ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଜନସଚେତନତା କରି ପିପିଲି ଦଖଲ କରିବା ନେଇ ଇସାରା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା