Masthead

ଡାକ୍ତରଙ୍କ ଅବହେଳା ପାଇଁ ଜନ୍ମ ନେଲା ବିକଳାଙ୍ଗ ଶିଶୁ

ତିର୍ତୋଲ (ବଡ଼ ଖବର ବ୍ୟୁରୋ): ଚିକିତ୍ସା ଅବହେଳା ଏବଂ ଡାକ୍ତରଙ୍କ ଖାମଖିଆଲି ପାଇଁ ଜନ୍ମ ନେଲା ବିକଳାଙ୍ଗ ଶିଶୁ । ଏଭଳି ଘଟଣା ଘଟିଛି ତିର୍ତୋଲ କୋଲର ପଞ୍ଚାୟତ ଜୟପୁର ଗାଁରେ । ଗାଁର ବନ୍ଦନା ଦାସ ରାହାମା ପ୍ରତାପ ଦାସ ନାମକ ଏକ ଘରୋଇ ହସ୍ପିଟାଲକୁ ଅଲଟ୍ରା ସାଉଣ୍ଡ ପାଇଁ ଯାଇଥିଲେ । ପିଲା ଠିକ ଥିବା ଏବଂ ତାର ହାତ ଗୋଡ ଠିକ ଥିବା ରିପୋର୍ଟ ତାଙ୍କୁ ଦିଆଯାଇଥିଲା । ଡାକ୍ତରଙ୍କ ଭୁଲ ରିପୋର୍ଟ ପାଇଁ ବିକଳାଙ୍ଗ ଶିଶୁ ଜନ୍ମ ଲାଭ ହେଇଛି ।

ପିଲାର ବାପା ମନରଞ୍ଜନ ଚୁଲି ଯେତେବେଳେ ଆସି ପ୍ରତାପ ଦାସଙ୍କୁ ପଚାରିବାରୁ ସେ ତାଙ୍କୁ ଆଡୁ ସାଡୁ କହି ଗେଟ ବାହାରକୁ ବାହାରିଯିବାକୁ କହିଥିଲେ ଏବଂ କୋର୍ଟରେ ଯାଅ କେସ କରିବ କହି କି ବିଦା କରିଦେଇଥିଲେ । ଏଭଳି ଦାୟିତ୍ଵହୀନ ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସାଧାରଣରେ ଦାବି ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ