Masthead

ଇବ୍ ନବୀରେ ବୁଡ଼ି ନିଖୋଜ ଘଟଣା, ମିଳିଲା ୩ ଜଣଙ୍କ ମୃତଦେହ

ସୁନ୍ଦରଗଡ଼(ବଡ଼ ଖବର ବ୍ୟୁରୋ): ସୁନ୍ଦରଗଡ଼ ଇବ୍ ନଦୀରେ ବୁଡି ନିଖୋଜ ଥିବା ଗୋଟିଏ ପରିବାରର ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ମାନେ ହେଲେ ଦୁଇ ନାବାଳକ ପୁତୁରା ମହମ୍ମଦ ରିଜୱାନ, ମହମ୍ମଦ ଫରହାନ ଓ କାକା ମହମ୍ମଦ ସାଜିଦ । ଗତକାଲି ସୁନ୍ଦରଗଡ ଟାଉନ ଥାନା ରିଜେଣ୍ଟ ମାର୍କେଟ ଓ ମେନ ରୋଡ ଅଂଚଳର ଗୋଟିଏ ପରିବାରର ୩ ସଦସ୍ୟ ଜନ୍ମଦିନରେ ଭୋଜି କରିବା ପାଇଁ ଇବ ନଦୀ କୂଳକୁ ଯାଇଥିଲେ । ଖାଇ ସାରି ଦୁଇଭାଇ ମହମ୍ମଦ ରିଜୱାନ ଓ ମହମ୍ମଦ ଫାରହାନ ନଦୀକୁ ଗାଧୋଇବାକୁ ଯାଇଥିଲେ ।

ଗାଧେଳଇବା ବେଳେ ଇବ ନଦୀରେ ବୁଡି ଯାଇଥିଲେ ୩ ଜଣ ସଦସ୍ୟ । ତେବେ ଚୋରା ବାଲିରେ ତାଙ୍କ ଗୋଡ ଫସିଯାଇଥିଲା । ଦୁଇଜଣ ବୁଡିବାକୁ ଯାଉଥିବାେଳେ ପାଟିଶୁଣି କାକା ମହମ୍ମଦ ସାହିଦ ବଂଚାଇବାକୁ ପାଣି ଭିତରକୁ ଯାଇଥିଲେ । କିନ୍ତୁ ସେ ମଧ୍ୟ ଚୋରାବାଲିରେ ଫସି ଯାଇ ବୁଡି ଯାଇଥିଲେ । ଖବର ପାଇଁ ଅଗ୍ନିଶମ ବାହିନୀ ଓ ପୁଲିସ ଖୋଜାଖୋଜି କରୁଥିଲେ ଅନ୍ଧାର ଯୋଗୁଁ ଏହା ସ୍ଥଗିତ ରହିଥିଲା । ଆଜି ସକାଳୁ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଫେରି ପାଇଲେ ୫୪ଟି ହଜିଯାଇଥିବା ଦାମୀ ଫୋନ୍ 🔴 ବନ୍ୟା ବିପନ୍ନଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା 🔴 ନୌସେନା ଯବାନଙ୍କ ପରିବାରକୁ ଶେଷ ବିଦାୟ,ଏକାଠି ଜଳିଲା ୪ ଜଣଙ୍କ ଜୁଇ 🔴 ପାଚେରୀ ଡେଇଁ ହଷ୍ଟେଲରୁ ୬ ଅନ୍ତେବାସୀ ଫେରାର 🔴 ବନ୍ୟା ଘେରରେ ୩୦ରୁ ଅଧିକ ପରିବାର 🔴 ୩ରାଜ୍ୟ ପାଇଁ ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତି 🔴 ଆଜି ବି ପ୍ରବଳ ବର୍ଷିବ; ୨ ଜିଲ୍ଲାକୁ ରେର୍ଡ, ୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ 🔴  ଲଗାଣ ବର୍ଷାରେ ଦବିଲା ରେଳ ଲାଇନ୍ 🔴 ସରିଲା DGP ଯୋଗେଶ ବାହାଦୂର ଖୁରାନିଆଙ୍କ କାର୍ଯ୍ୟକାଳ 🔴 ଟିଏମ୍‌ସି ନେତାଙ୍କ ମୃତଦେହ ଉଦ୍ଧାର 🔴 ଫେରି ପାଇଲେ ୫୪ଟି ହଜିଯାଇଥିବା ଦାମୀ ଫୋନ୍ 🔴 ବନ୍ୟା ବିପନ୍ନଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା 🔴 ନୌସେନା ଯବାନଙ୍କ ପରିବାରକୁ ଶେଷ ବିଦାୟ,ଏକାଠି ଜଳିଲା ୪ ଜଣଙ୍କ ଜୁଇ 🔴 ପାଚେରୀ ଡେଇଁ ହଷ୍ଟେଲରୁ ୬ ଅନ୍ତେବାସୀ ଫେରାର 🔴 ବନ୍ୟା ଘେରରେ ୩୦ରୁ ଅଧିକ ପରିବାର 🔴 ୩ରାଜ୍ୟ ପାଇଁ ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତି 🔴 ଆଜି ବି ପ୍ରବଳ ବର୍ଷିବ; ୨ ଜିଲ୍ଲାକୁ ରେର୍ଡ, ୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ 🔴  ଲଗାଣ ବର୍ଷାରେ ଦବିଲା ରେଳ ଲାଇନ୍ 🔴 ସରିଲା DGP ଯୋଗେଶ ବାହାଦୂର ଖୁରାନିଆଙ୍କ କାର୍ଯ୍ୟକାଳ 🔴 ଟିଏମ୍‌ସି ନେତାଙ୍କ ମୃତଦେହ ଉଦ୍ଧାର