Masthead

ଆରପାରିରେ ପ୍ରିୟ ନଟୁ କାକା

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ପ୍ରସିଦ୍ଧ ଧାରାବାହିକ ଶୋ’ ତାରାକ ମେହେଟା କା ଓଲଟା ଚଷମାର ଅଭିନେତା ନଟୁ କାକାଙ୍କ ଦେହାନ୍ତ ଘଟିଛି । ତାଙ୍କର ପ୍ରକୃତ ନାମଟି ହେଉଛି ଘନଶ୍ୟାମ ନାୟକ । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବୟସ ହୋଇଥିଲା ବୋଲି ସୂଚନା ମିଳିଛି । ଅପରିପକ୍ଷରେ ନଟୁ କାକା ଦୀର୍ଘ ସମୟ ଧରି ଗଳା କର୍କଟରେ ପୀଡିତ ଥିଲେ ।

ଗତ ବର୍ଷ ମଧ୍ୟ ସେ ଏନେଇ ଅପରେସନ ମଧ୍ୟ କରାଇଥିଲେ । କିନ୍ତୁ କର୍କଟ ରୋଗରୁ ସେ ମୁକ୍ତି ପାଇ ନଥିଲେ । ନଟୁ କାକା ମୁମ୍ବାଇର ମାଲାଡ ଅଞ୍ଚଳରେ ରହୁଥିଲେ । ସିରିଏଲ ତାରକ ମେହେଟା କା ଓଲଟା ଚଷମାରେ ତାଙ୍କର ଚରିତ୍ର ବହୁତ ଲୋକପ୍ରିୟ ଥିଲା । ତାଙ୍କ ମୃତ୍ୟୁକୁ ନେଇ ସିରିଏଲା ପ୍ରଯୋଜକ ଅସିତ ମୋଦି ଦେଇଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି