Masthead

Help ‘ବଡ଼ ଖବର’ ଅଭିଯାନ

(ବଡ଼ ଖବର ବ୍ୟୁରୋ): ଘଡ଼ିଷନ୍ଧିର ସମୟ । ସବୁଠି ହାହାକାର । ସମୟ ଏମିତି ଥିଲା ଯେ ଜୀବନ-ମୃତ୍ୟୁ ସହ ସଂଘର୍ଷ କରିବା ଛଡ଼ା ଆଉ କିଛି ନଥିଲା । ବଞ୍ଚିବା ପାଇଁ ବିଶ୍ୱର ପ୍ରତ୍ୟେକ ମଣିଷ କରୁଥିଲେ ଆର୍ତ୍ତନାଦ । କାହିଁକି ନା ଏହା ଥିଲା କରୋନା ସମୟ । ମହାମାରୀର ସମୟ । ଲୋକେ ମରୁଥିଲେ । ଶ୍ମଶାନରେ ଜୁଇ ଲିଭୁନଥିଲା । ପରିବାରର କୋଳ ଖାଲି କରିିଦେଉଥିଲା ମାରାତ୍ମକ ଭୂତାଣୁ । ସବୁଠି କାନ୍ଦବୋବାଳି । କିଏ କାହା ପୁଅକୁ ହରାଉଥିଲା ତ ଆଉ କିଏ କାହା ସ୍ୱାମୀ, ପିଲା ଛୁଆଙ୍କୁ । ଆଉ କିଏ ନିଜ ପରିଜନକୁ ହରାଇ ସର୍ବସ୍ୱାନ୍ତ ହେଉଥିଲା । ସବୁଠି ହାହାକାର । ଆଉ ଏହି ଘଡ଼ିଷନ୍ଧି ସମୟରେ ଜନ୍ମ ହୋଇଥିଲା “ବଡ଼ ଖବର’ । ଲୋକଙ୍କ ଚ୍ୟାନେଲ । ଚ୍ୟାନେଲ ତ ତିଆରି ହେଲା । ହେଲେ ଏହା ଚାଲିବ କେମିତି? ଚଳାଇବା ପାଇଁ ଆରମ୍ଭ ହେଲା ହେଲପ୍ ବଡ଼ ଖବର ଅଭିଯାନ ।
“ବଡ଼ ଖବର’କୁ ଚଳାଇବାର ଦାୟିତ୍ୱ ଆପଣମାନଙ୍କର । ସାଢେ ଚାରିକୋଟି ଜନତାଙ୍କର । ଲୋକଙ୍କ ଚ୍ୟାନେଲକୁ ସାହାଯ୍ୟ କରନ୍ତୁ । ଗଣତନ୍ତ୍ରକୁ ସୁଦୃଢ କରନ୍ତୁ । ସହାୟତା ପାଇଁ ଆରମ୍ଭ ହୋଇଛି ‘ହେଲପ୍ ବଡ଼ ଖବର ଅଭିଯାନ’ । ଏହି ଅଭିଯାନରେ ସାମିଲ ହୁଅନ୍ତୁ, ସହାୟତା କରନ୍ତୁ । ଏକ ନିରପେକ୍ଷ ଗଣମାଧ୍ୟମକୁ ବଞ୍ଚାନ୍ତୁ । ଆମ ନମ୍ବର ହେଉଛି ୬୩୭୦୭୦୧୨୦୧କୁ ଫୋନ ପେ’, ଗୁଗଲ ପେ, ପେଟିଏମ୍, ଆମାଜନ ପେ ଜରିଆରେ ମଧ୍ୟ ସହାୟତା କରିପାରିବେ । ଖୁବ କମ୍ ଦିନର ଗଣମାଧ୍ୟମ “ବଡ଼ ଖବର’ । ଲୋକଙ୍କ ଚ୍ୟାନେଲ । ହେଲେ କମ୍ ଦିନ ମଧ୍ୟରେ ଆପଣ ଦେଇଛନ୍ତି ଢେର ସାରା ଭଲ ପାଇବା। ଆଶା କରୁଛୁ, ଏଭଳି ଭଲ ପାଇବା ଆଗକୁ ମଧ୍ୟ ଜାରି ରଖିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି