Before Header

ଜଳିଗଲେ ଦମ୍ପତି

0 26

କେନ୍ଦୁଝର (ବଡ଼ ଖବର ବ୍ୟୁରୋ): ଘର ଭିତରେ ଜଳିଗଲେ ଦମ୍ପତି । ଅଳ୍ପକେ ବର୍ତ୍ତିଗଲା ୯ ବର୍ଷର ପୁଅ । ଏଭଳି ଅଭାବନୀୟ ଘଟଣା ଘଟିଛି ବାମେବାରୀ ଥାନା ବଳଦା ଗାଁରେ । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ପୋଡ଼ି ହୋଇଥିବା ସନ୍ଦେହ କରାଯାଉଛି। ଫ୍ରିଜ୍ ଓ ଅନ୍ୟାନ୍ୟ ଆସବାବପତ୍ର ପତ୍ର ପୋଡିଯାଇଥିବା ସୂଚନା ରହିଛି । ମୃତ ଦମ୍ପତ୍ତି ହେଲେ ପୂର୍ଣ୍ଣଚନ୍ଦ୍ର ଦେହୁରୀ ଓ ଲକ୍ଷ୍ମୀ ଦେହୁରୀ ।

ଘର ଭିତରେ ଜୀଅନ୍ତା ଜଳିଗଲେ ସ୍ବାମୀ-ସ୍ତ୍ରୀ । ଫ୍ରିଜ୍ ଓ ଅନ୍ୟାନ୍ୟ ଆସବାବପତ୍ର ପୋଡିଯାଇଥିବା ମଧ୍ୟ ସୂଚନା ମିଳିଛି । ଖବର ପାଇ ଘଣ୍ଟା ମୃତଦେହ ଦେହ ଉଦ୍ଧାର କରି ବାମେବାରୀ ପୋଲିସର ତଦନ୍ତ ଚାଳାଇଛି।

Leave A Reply

Your email address will not be published.