Masthead

ପ୍ରଜାକୋର୍ଟରେ ମରଣାନ୍ତକ ଆକ୍ରମଣ

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ପ୍ରଜାକୋର୍ଟରେ ମରଣାନ୍ତକ ଆକ୍ରମଣ । ଲକ୍ଷେ ଟଙ୍କା ଜରିମାନା । ବାଲେଶ୍ୱର ଜିଲ୍ଲା ବରହମପୁର ଥାନା ପୁଟିବନ୍ଧ ଗ୍ରାମର ଘାସିରାମ ସିଂଙ୍କ ପରିବାରକୁ ପ୍ରଜାକୋର୍ଟରେ ମରଣାନ୍ତକ ଆକ୍ରମଣ । ହୁଡିସାହି ଗାଁ ମଝିରେ ପ୍ରଜାକୋର୍ଟ କରି ଉଭୟ ପୁଟୀବନ୍ଧ ଓ ହୁଡିସାହି ଗ୍ରାମର ଲୋକଙ୍କ ମିଳିତ ଭାବେ କରିଥିଲେ ମରଣାନ୍ତକ ଆକ୍ରମଣ ।

ଖାଲି ଆକ୍ରମଣ ନୁହେଁ, ଘାସିରାମଙ୍କ ପରିବାରକୁ ଲକ୍ଷେ ଟଙ୍କାର ଜରିମାନା କରିଛନ୍ତି ଦୁଇ ଗ୍ରାମର ଲୋକେ। ଘାସିରାମଙ୍କୁ ଡାହାଣୀ ଗୁଣିଗାରେଡି ସନ୍ଦେହରେ ସକାଳୁ ହୁଡିସାହିରେ ଏକ ପ୍ରଜାକୋର୍ଟ କରୁଥୁବା କହି ଗାଁର ୱାର୍ଡମେମ୍ବର ଘାସିରାମ ସମେତ ପରିବାରର ଅନ୍ୟମାନଙ୍କୁ ଡାକିନେଇଥିଲେ । ଘାସିରାମ ଓ ତାଙ୍କ ପରିବାର ସଦସ ହଠାତ ଆକ୍ରମଣ କରିବା ସହ ଲକ୍ଷେ ଟଙ୍କା ଜରିମାନା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ