Masthead

ଅଧିକାର ମାଇକ୍ରୋ ଫାଇନାନସର ଟଙ୍କା ଘୋଟାଲା

ଭୋଗରାଇ (ବଡ଼ ଖବର ବ୍ୟୁରୋ): ଅଧିକାର ମାଇକ୍ରୋ ଫାଇନାନସ ର ଟଙ୍କା ଘୋଟାଲା । ମ୍ୟାନେଜରକୁ ଅଟକ ରଖିଲେ ଜମାକାରୀ । ଏଭଳି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ବାହାର୍ଦ୍ଦ ଛକରେ । ମାଇକ୍ରୋ ଫାଇନାନ୍ସ କମର୍ଳଚାରୀ ଏକ ମାସ ପୂର୍ବରୁ ଲୋକଙ୍କ ଠାରୁ କଲେକ୍ସନ କରି ଟଙ୍କା ଜମା କରିନଥିଲେ । ଏବଂ ଟଙ୍କା ଜମା କରିବାକୁ ଲୋକଙ୍କୁ ବାରମ୍ବାର ଫୋନ ଯୋଗେ କହିଥିଲେ ।

ବୁଧବାର ରାତିରେ ମ୍ୟାନେଜର ଓ ତାଙ୍କର କର୍ମଚାରୀ ପହଞ୍ଚି ଲୋକଙ୍କୁ ଇଏମଆଇ ଜମା କରିବାକୁ କହିଥିଲେ । ଜମାକାରୀମାନେ ଇଏମଆଇ ଟଙ୍କା ଏକ ମାସ ପୂର୍ବରୁ ସୁଝି ଥିବା ବେଳେ ତାଙ୍କର ଇଏମଆଇ କାହିଁକି କଟିନଥିଲା ସେ ନେଇ ଯୁକ୍ତିତର୍କ ହୋଇଥିଲା । ଘଟଣାସ୍ଥଳରେ ଉତ୍ତେଜନା ମଧ୍ୟ ଦେଖିବାକୁ ମିଳିଥିଲା । ଲୋକମାନେ ମ୍ୟାନେଞ୍ଜରଙ୍କୁ ଟଣା ଘୋଷଡ଼ା କରିବା ସହ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟକ ରଖିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି