Masthead

ଖଣି ମାଲିକଙ୍କ ଜୁଲମ ବିରୋଧରେ ତାତୁଛି କେନ୍ଦୁଝର

ଯୋଡ଼ା (ବଡ଼ ଖବର ବ୍ୟୁରୋ): ଯୋଡା ପରେ ଭଦ୍ରାସାହିରେ ବାହାର ରାଜ୍ୟର ଟ୍ରକ ଚାଲୁଥିବା ଅଭିଯୋଗ । ପରିବହନ ଦର ହ୍ରାସ ନେଇ ଅଶାନ୍ତ ହେଉଛି ଯୋଡା ଖଣିକ୍ଷେତ୍ର । ଯୋଡା ଟ୍ରକ ମାଲିକ ସଂଘର ବିବାଦ ନଥମୁଣୁ ପରିବହନକୁ ନେଇ ଭଦ୍ରାସାହି-ଗୁଆଲି ଟ୍ରକମାଲିକ ସଂଘରେ ଆଉ ଏକ ବିବାଦ। ଟଣ୍ଟ ସ୍ଥିତ କେଏନରାମ ଖଣିରୁ ଅମଲଗଡ଼ ସ୍ଥିତ କେଣ୍ଡରା କାରଖାନାକୁ ପରିବହନ ଦର ହ୍ରାସକୁ ନେଇ ବିବାଦ ସୃଷ୍ଟି ହୋଇଛି । ମାଲିକଙ୍କ କହିବା ଅନୁଯାଇ ପରାମର୍ଶ ନନେଇ ସଙ୍ଘର କର୍ମକର୍ତ୍ତାମାନେ ମନ ଇଚ୍ଛା ଦର କମାଇ ଦେଇଛନ୍ତି ।

ଏହାକୁ ବିରୋଧ କରି ସ୍ଥାନୀୟ ସରପଞ୍ଚ ଓ ମାଲିକମାନେ ପରିବହନ ବନ୍ଦ କରି ଖଣି ସମୁଖରେ ଧାରଣା ଦେଇଥିଲେ । ପରେ ଖଣି କତୃପକ୍ଷ ୧୧ ଶହ ଟଙ୍କା କହିବାରୁ ମାଲିକମାନେ ସଭାପତି ସୁନୀଲ ଦତ୍ତଙ୍କୁ ଫୋନ ଯୋଗେ ପଚାରିଥିଲେ । କିନ୍ତୁ ସେ କିନ୍ତୁ ୧୨ ଶହ ଟଙ୍କା ନହେଲେ ଗାଡି ଚାଳିବନାହିଁ ବୋଲି ସିଧା ସଳକ ମନା କରିଥିଲେ । ପରେ କଣ ହେଲା ଯେ ରାତାରାତି ମାଲିକଙ୍କ ମତ ନନେଇ ମୂଲ୍ୟ ଧାର୍ଯ୍ୟ ହୋଇଗଲା । ସ୍ଥାନୀୟ ଗାଡି ଛାଡି ବାହାର ରଜ୍ୟ ଗାଡ଼ି ଚାଲିଲା । ଏହାକୁ ନେଇ ବିବାଦ ଜୋର ଧରିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା