Masthead

ଅନନ୍ୟାଙ୍କ ଘରୁ ମିଳିଲା ଇଲେକଟ୍ରୋନିକ୍ସ ଜିନିଷ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଏନସିବି ଟାର୍ଗେଟରେ ବଲିଉଡର ଷ୍ଟାର କିଡ । ଅଭିନୟକୁ ଛାଡ଼ି ବର୍ତ୍ତମାନ ବଲିଉଡ ଡ୍ରଗ୍ସ ମାମଲାକୁ ନେଇ ଅଧିକ ଚର୍ଚ୍ଚାରେ ରହିଛି । ନିକଟରେ କ୍ରୁଜ ଡ୍ରଗ୍ସ ମାମଲାରେ ଫସି ରହିଥିବା ଆର୍ୟନ ଖାନଙ୍କ ଜାମିନ ମିଳୁନଥିବାବେଳେ ବଲିଉଡ ଅଭିନେତା ଚଙ୍କି ପାଣ୍ଡେଙ୍କ ଘରେ ପହଞ୍ଚିଥିଲା ଏନସିବି ।

ତାଙ୍କ ଝିଅ ଅନନ୍ୟା ପାଣ୍ଡେ ବର୍ତ୍ତମାନ ଏହି ଡ୍ରଗ୍ସ ମାମଲାରେ ଛନ୍ଦି ହୋଇପଡ଼ିଛନ୍ତି । ତାଙ୍କ ଘରୁ ମୋବାଇଲ, ଲ୍ୟାପଟପ ସମେତ କିଛି ଇଲେକ୍ଟ୍ରନିକ ଜିନିଷ ଏନସିବି ଜବତ କରିଥିବାର ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ