Masthead

ଘରକୁ ଫେରିବେ ଆର୍ୟନ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଆଉ କିଛି ସମୟପରେ ଜେଲରୁ ମୁକୁଲିବେ ଆର୍ୟନ ଖାନ । ପ୍ରାୟ ୪ ସପ୍ତାହ ପରେ କୋର୍ଟ ତାଙ୍କୁ ବେଲ ଦେଇଛି । ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଅକ୍ଟୋବର ଦୁଇ ତାରିଖରେ ଆର୍ୟନ ଖାନ ଗିରଫ ହୋଇଥିଲେ । ସେପଟେ ବେଲ ଅର୍ଡର ନେଇ ଜେଲରେ ପହଞ୍ଚିଛନ୍ତି ଆର୍ୟନ ଖାନଙ୍କ ଓକିଲ ମାନୋଶିଂଦେ । ବେଲ ପେପରରେ ଜୁହି ଚୱାଲା ଦସ୍ତଖତ କରିଥିବାର ଦେଖିବାକୁ ମିଳିଛି । ହେଲେ ମୁମ୍ବାଇ କୋର୍ଟ ପାଞ୍ଚିଟି ସର୍ତ୍ତ ରଖିଛନ୍ତି ।
୧-୧ ଲକ୍ଷ ଟଙ୍କାର ଜୋରିମାନା ରଖିଲେ କୋର୍ଟ
୨-ପ୍ରତ୍ୟେକ ଶୁକ୍ରବାର ଆର୍ୟନ ଖାନଙ୍କୁ ଏନସିବି ଅଫିସ ଯିବା ପାଇଁ ପଡ଼ିବ ।
୩-ଯାଞ୍ଚ ଅଧିକାରୀଙ୍କୁ ନ କହି ମୁମ୍ବାଇ ଛାଡ଼ି ପାରିବେ ନାହିଁ ଆର୍ୟନ ।
୪-କୌଣସି ଦ୍ୱିତୀୟ ଅଭିଯୁକ୍ତଙ୍କ ସମ୍ପର୍କରେ ରହିବାକୁ ମନା କଲେ କୋର୍ଟ ।
୫-ଏନଡିପିଏସ କୋର୍ଟଙ୍କ ବିନା ଅନୁମତିରେ ଦେଶ ବାହାରକୁ ଯିବାକୁ ମନା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ