ଦାବିପତ୍ର ଦେଲେ ବିଡିଓ ଦେଖାଉଛନ୍ତି ନାଲି ଆଖି

ସିନାପାଲି (ବଡ଼ ଖବର ବ୍ୟୁରୋ): ମୋ ସରକାର ନାଁରେ ବାଃ ବାଃ । ବ୍ଲକ ଅଫିସକୁ ଅଭିଯୋଗ କରିବାକୁ ଗଲେ ମିଳୁଛି ନାଲିଆଖି । ଆଉ ଖୁଦ ନାଲିଆଖି ଦେଖାଉଛନ୍ତି ସିନାପାଲି ବିଡିଓ । ସୂଚନା ଅନୁସାରେ ସିନାପାଲି ସହରର ଜଗନ୍ନାଥ ଛକ ନିକଟରେ ଡ୍ରେନ ସମସ୍ୟା ନେଇ ସିନାପାଲି ବିଡିଓଙ୍କ ପାଖକୁ ଯାଇଥିଲେ ସ୍ଥାନୀୟ ବାସିନ୍ଦା ।

ହେଲେ ଅଭିଯୋଗ ପତ୍ରକୁ ଧରି ଖାମଖିଆଲି ପ୍ରତିଶୃତିକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ସ୍ଥାନୀୟ ବାସିନ୍ଦା । ହେଲେ ବିଡିଓ ନାଲି ଆଖି ଦେଖାଇ ଯାହା କରିବା କଥା କର ହେଲେ ମୁଁ ଡ୍ରେନ କାମ କରିବି ନାହିଁ ବୋଲି ଯୁକ୍ତି ତର୍କ କରିଛନ୍ତି । ଯାହା ସ୍ଥାନୀୟବାସିନ୍ଦା ଅଭିଯୋଗ କରିଛନ୍ତି । ସାତ ଦିନ ପର୍ଯ୍ୟନ୍ତ ଡ୍ରେନ ସମସ୍ୟା ସମାଧାନ ନହେଲେ ଆନ୍ଦୋଳନ କରିବେ ବୋଲି ସ୍ଥାନୀୟ ବାସିନ୍ଦା ଜୋର ଧରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ