Masthead

ବିରାଟଙ୍କ ବାର୍ଥ ଡେରେ ଭାରତର ବିଜୟ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଟିଟ୍ୱେଣ୍ଟି ବିଶ୍ୱକପରେ ଭାରତର ବିଜୟ । ୮ ୱିକେଟରେ ଜିତିଲା ଭାରତ । ସ୍କଟଲାଣ୍ଡ କରିଥିଲା ୮୫ ରନ୍ । ମାତ୍ର ୨ ୱିକେଟ ହରାଇ ଜିତିଲା ଭାରତ । ସାମି, ଜାଡେଜାଙ୍କୁ ୩ଟି ଲେଖାଏଁ ୱିକେଟ । ବୁମରାଙ୍କୁ ୨, ଅଶ୍ୱିନୀଙ୍କୁ ଗୋଟିଏ ୱିକେଟ୍ । କେ.ଏଲ ରାହୁଲଙ୍କ ୧୯ ବଲରୁ ୫୦ ।

ରୋହିତ ଶର୍ମାଙ୍କ ୩୦ ରନ୍ । ବିରାଟଙ୍କ ଜନ୍ମଦିନରେ ଭାରତର ବିଜୟ । ନେଟ୍ ରନ୍ ରେଟରେ ଭାରତ ନିଜ ଗ୍ରୁପରେ ଶୀର୍ଷରେ ରହିଛି। ଯଦି ଆଫଗାନିସ୍ତାନ ନ୍ୟୁଜିଲାଣ୍ଡକୁ ହରାଇ ଦିଏ ତେବେ ଭାରତ ସେମିଫାଇନାଲକୁ ଯାଇପାରିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ