Masthead

ହିତାଧିକାରୀଙ୍କ ଚାଉଳ କାଟିବା ପ୍ରସଙ୍ଗ, ପ୍ରତିବାଦ କରିବ ବିଜେଡି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ହିତାଧିକାରୀଙ୍କ ଚାଉଳ କାଟିବା ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ଦେବି ମିଶ୍ର । କହିଛନ୍ତି, ୩କୋଟି ୨୫ଲକ୍ଷ ହିତାଧିକାରୀଙ୍କ ୫କେଜି ଚାଉଳ କାଟିଛନ୍ତି କେନ୍ଦ୍ର ସରକାର । ଓଡ଼ିଶା ଭଳି ରାଜ୍ୟରେ ଖାଦ୍ୟ ସୁରକ୍ଷା ଆଇନ୍ ଅଛି। ଓଡ଼ିଶାରେ କେହି ଭୋକିଲା ରହିବେନି କି , ଭୋକରେ ଶୋଇବେନି ।ହିତାଧିକାରୀ ଙ୍କୁ ଯୋଗାଇଦେବା କଥା କିନ୍ତୁ ବନ୍ଦ କରିବା କେତେ ଦୂର ଠିକ୍ ତାହା ଚିନ୍ତା କରନ୍ତୁ କେନ୍ଦ୍ର ସରକାର। କୋଭିଡ ପିରିଆଡରେ ଏ ପଦକ୍ଷେପ ଆଦୌ ଉଚିତ୍ ନୁହେଁ। ୫କେଜି ଚାଉଳକୁ କାଟିବା ଉଚିତ୍ ନୁହେଁ। ଏହି ପ୍ରସଙ୍ଗକୁ ନେଇ ଫେବୃଆରୀ ୧୫ ଓ ୧୬ ତାରିଖରେ ପଞ୍ଚାୟତସ୍ତର ଓ ବ୍ଲକ୍ ସ୍ତରରେ ପ୍ରତିବାଦ କରିବ । ଲଢେଇ କରି କେନ୍ଦ୍ର ସରକାର ଙ୍କ ଉପରେ ପ୍ରଭାବ ପକାଇବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ