Masthead

ଚାକିରି କରାଇଦେବା ନାଁରେ ଲୁଟିନେଲେ କୋଟି କୋଟି ଟଙ୍କା

ଭୁବନେଶ୍ୱର (ବଡ଼ ଖବର):
ଚାକିରି କରାଇଦେବା ନାଁରେ ଲୁଟିନେଲେ କୋଟି କୋଟି ଟଙ୍କା । ବ୍ରହ୍ମଗିଗିରି ଥାନାରେ ଏତଲା ଦେଲେ ୧୦ ଯୁବକ ଯୁବତୀ। ପୁରୀ ଜଗନ୍ନାଥ ମେଡିକାଲ କଲେଜରେ ଚାକିରି କରାଇଦେବା ନାଁରେ ଲୁଟୁଥିଲେ ଟଙ୍କା । ବ୍ରହ୍ମଗିରିର ୧୦ରୁ ଉଦ୍ଧ୍ୱର୍ ଯୁବକ ଯୁବତୀଙ୍କ ଠାରୁ ଦଲାଲ ଲୁଟୁଥିଲେ କୋଟି କୋଟି ଟଙ୍କା । ଲୁଟର ପ୍ରୋସେଶ ଥିଲା ସମ୍ପୁର୍ଣ୍ଣ ଭିନ୍ନ । ପ୍ରଥମେ ପ୍ରଲୋଭନ ଦେଖାଇ ଅଳ୍ପ କିଛି ଟଙ୍କା ନେଉଥିଲେ। ପରେ ଜାଲ୍ ନିଯୁକ୍ତିପତ୍ର ଦେଇ ହାତେଉଥିଲେ ଲକ୍ଷାଧିକ ଟଙ୍କା।
ହଜାର କି ଦୁଇ ହଜାର ନୁହେଁ । କୋଟି କୋଟି ଟଙ୍କା ନେଇ ଅଏସ କରୁଥିଲେ ଦଲାଲ। ହ୍ମଗିରି ଥାନାର ଦ୍ୱାରସ୍ଥ ହୋଇଛନ୍ତି ୧୦ରୁ ଅଧିକ ଯୁବକ ଯୁବତୀ । ଏତଲା ଦେବାପରେ ଦୁଇଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ପୋଲିସ । ଲୁଟେରାଙ୍କ ଟାର୍ଗେଟରେ ଶିକ୍ଷିତ ଯୁବକ ଯୁବତୀ । ଭୁବନେଶ୍ୱରରୁ ବ୍ରହ୍ମଗିରି ପର୍ୟ୍ୟନ୍ତ ଲୁଟେରାଙ୍କ ଚେର ଲମ୍ବିଥିବା ବେଳେ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ କି କାର୍ୟ୍ୟାନୁଷ୍ଠାନ ନେଉଛି ତାହା ଉପରେ ସମସ୍ତଙ୍କଳ ନଜର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ