Masthead

ପୋଲିସର କାର୍ଯ୍ୟାନୁଷ୍ଠାନ ଆମକୁ କିଛି ଫରକ ପଡ଼ିବ ନାହିଁ : କେସି ବେଣୁଗୋପାଳ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କଂଗ୍ରେସକୁ ଝଟକା । ମହାତ୍ମା ଗାନ୍ଧିଙ୍କ ସମାଧିସ୍ଥଳ ରାଜଘାଟରେ ଦିଲ୍ଲୀ ପୋଲିସ ଜାରି କଲା ୧୪୪ । ୫ ରୁ ଅଧିକ ବ୍ୟକ୍ତି ରାଜଘାଟ ଠାରେ ଏକାଠି ହୋଇପାରିବେ ନାହିଁ ବୋଲି ଦିଲ୍ଲୀ ଡେପୁଟି ପୋଲିସ କମିଶନର ଦିଲ୍ଲୀ ପ୍ରଦେଶ କମିଟିର କାର୍ଯ୍ୟାଳୟ ସମ୍ପାଦକଙ୍କୁ ଜଣାଇଦେଇଛି । ଆଇନ ଶୃଙ୍ଖଳା ଓ ଟ୍ରାଫିକ ସମସ୍ୟା ଯୋଗୁଁ ରାଜଘାଟରେ ପ୍ରସ୍ତାବିତ ସତ୍ୟାଗ୍ରହ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ଦିଲ୍ଲୀ ପୋଲିସ ସ୍ପଷ୍ଟ କରିଛି ।

ତେଣେ ବରିଷ୍ଠ କଂଗ୍ରେସ ନେତା କେସି ବେଣୁ ଗୋପାଳ ଟ୍ୱିଟ କରି ମୋଦି ସରକାରଙ୍କୁ ଭର୍ସନା କରିଛନ୍ତି । ବେଣୁ ଗୋପାଳ କହିଛନ୍ତି ସଂସଦରେ ଆମେ ନରୀବ ରହିବା ପରେ ମଧ୍ୟ କେନ୍ଦ୍ରସରକାର ଆମକୁ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ ପାଇଁ ଅନୁମତି ଦେଉନାହିଁ । ଏହା ମୋଦି ସରକାରଙ୍କର ଏକ ଅଭ୍ୟାସ । ବିରୋଧୀମାନେ ଆନେ୍ଦାଳନ କଲେ ପୋଲିସ ଲଗାଇ ବନ୍ଦ କରିଦିଆଯାଉଛି । ପୋଲିସର କାର୍ଯ୍ୟାନୁଷ୍ଠାନ ଆମକୁ କିଛି ଫରକ ପଡ଼ିବ ନାହିଁ । ସତ୍ୟ ପାଇଁ ଆମ ସଂଗ୍ରାମ ଜାରି ରହିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ