Masthead

ମଦ ପିଇଲେ ଅସୁବିଧା କେଉଁଠି, ସମୁଦ୍ର ଠାରେ ମିଳିଲେ ଭଲ: ଅଶ୍ନିନୀ ପାତ୍ର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ନୂଆ ଅବକାରୀ ନୀତି ନେଇ ପ୍ରତିକ୍ରିୟା ରଖିଛନ୍ତି ଅବକାରୀ ମନ୍ତ୍ରୀ ଅଶ୍ନିନୀ ପାତ୍ର । କହିଛନ୍ତି, ମଦ ପିଇଲେ ଅସୁବିଧା କେଉଁଠି। ସମୁଦ୍ର ଠାରେ ମିଳିଲେ ଭଲ। ନ ପିଇଲେ ମରିଯିବେ। ନୂତନ ମଦନୀତି ଅନୁଯାୟୀ ଗାଁ ଗହଳିରେ ଆଉ ମଦ ଦୋକାନ ଲାଗି ଲାଇସେନ୍ସ ପ୍ରଦାନ କରାଯିବ ନାହିଁ । ବିଷାକ୍ତ ମଦ ପିଅନ୍ତୁ ନାହିଁ । ଯାହା ପ୍ରୋସେସ ଥିବ, ସେହି ଅନୁଯାଇ ସମୁଦ୍ରକୂଳରେ ମଦ ବିକ୍ରି ହେବ ।

ମଦ ପିଇବାରେ କାହାକୁ ମନା ନାହିଁ ବୋଲି କହିଛନ୍ତି ଅଶ୍ୱିନୀ ପାତ୍ର । କୋଭିଡ ସମୟରେ ମଦ ପିଇବା ପାଇଁ କେମିତି ଲୋକ ବ୍ୟାକୁଳ ଥିଲେ, ଲାଇନ ଦେଇ ଆଣୁଥିଲେ । ଲୋକଙ୍କଘରେ ପହଞ୍ଚାଇବାକୁ ପଡ଼ିଲା ନଚେତ ଦେହ ଖରାପ ହୋଇଯିବ । ଏହା ଟକ୍ସିକେଟେଡ଼ । ମଦ କିଣନ୍ତୁ, ପିଅନ୍ତୁ କିନ୍ତୁ ଲାଇସେନ୍ସ ହୋଲଡ଼ରଙ୍କଠାରୁ ବୋଲି କହିଛନ୍ତି ଅଶ୍ୱିନୀ । ଭେଜାଲ ମଦ ପିଅନ୍ତୁ ନାହିଁ ବୋଲି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ