Masthead

ଗୁଣିଗାରେଡି ସନ୍ଦେହକୁ ନେଇ ହତ୍ୟା, ଜଣେ ମୃତ

ବାରିପଦା (ବଡ଼ ଖବର ବ୍ୟୁରୋ): ଗୁଣିଗାରେଡି ସନ୍ଦେହକୁ ନେଇ ହତ୍ୟା । ଜଣେ ମୃତ ଦୁଇ ଗୁରୁତର । ଏଭଳି ଅଭାବନୀୟ ଘଟଣା ଘଟିଛି ମୋରଡା ଥାନା ଜୁଆଳିଭଙ୍ଗା ପଞ୍ଚାୟତର କାଳିଆନାଳ ଗ୍ରାମରେ । ମୃତକ ହେଲେ ଗୌରୀ ଟୁଡ଼ୁ । କାଳିଆନାଳ ଗ୍ରାମର ଭାଦ ଟୁଡ଼ୁଙ୍କ ପୁଅ ଦୁର୍ଗା ଚରଣ ଟୁଡୁ ଗୁଣିଗାରେଡି ସନ୍ଦେହକୁ ନେଇ ଆକ୍ରମଣ କରିଛନ୍ତି । ଉକ୍ତ ଗ୍ରାମର କାଳିଚରଣ ଟୁଡୁ ,ତାଙ୍କ ସ୍ତ୍ରୀ କୁନି ଏବଂ ସୁନ୍ଦର ଟୁଡୁଙ୍କ ସ୍ତ୍ରୀ ଗୌରୀ ଟୁଡୁ ଘରେ ବସିଥିବା ସମୟରେ ଅଭିଯୁକ୍ତ ଦୁର୍ଗା ହଠାତ ଅତର୍କିତ ଭାବେ ଏକ ଫାର୍ସାରେ ତିନିଜଣଙ୍କ ମୁଣ୍ଡକୁ ଆଘାତ କରିଥିଲେ ।

ଯାହା ଫଳରେ ତିନି ଜଣଙ୍କ ମୁଣ୍ତ ଫାଟିବା ସହିତ ରକ୍ତସ୍ରାବ ହୋଇଥିଲା । ପରିବାର ଲୋକେ ଗୁରୁତର ତିନି ଜଣଙ୍କୁ ପ୍ରଥମେ ବେତନଟୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥଲେ । ସମସ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାରିପଦା ହସ୍ପିଟାଲକୁ ଆଣିଥିଲେ । ସେଠାରେ ଗୌରୀ ଟୁଡୁ ଙ୍କ ମୃତ୍ୟୁ ଘଟିଥôଲା । ଖବର ପାଇ ମୋରଡା ଥାନା ଅଧôକାରୀ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଅଟକ ରଖିପଚରାଉଚରା କରିବା ସହିତ ଅଧôକ ତଦନ୍ତ ଜାରି ରଖିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼